ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ

ଜୁନାଗଡ଼,୧୪/୪(ମନୀସ) ଜୁନାଗଡ଼ ସହରର ବିଭିନ୍ନ ସ୍ଥାନରେ ଭଗବାନ ହନୁମାନଜୟନ୍ତୀ ଓ ପବିତ୍ର ପଣା ସଂକ୍ରାନ୍ତି ସମାରୋହରେ ପାଳିତ ହୋଇଯାଇଛି।ସହରର ମଧ୍ୟମ ପଡା, ଅରସିଏମ ଏସ ନିକଟ ରାମସ୍ଵାମୀ ମନ୍ଦିର ଠାରେ ପ୍ରତିସ୍ବରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖି ବାକୁ ମିଳିଥିଲା।ଏହିସବୁ ମନ୍ଦିରରେ ବିଶେଷ ଭାବେ ଭଗବାନ ହନୁମାନଙ୍କ ପୁଜାର୍ଚନା କରାଯାଇଥିଲା।ସ୍ଥାନୀୟ ଲଷ୍ମୀ ସାଗର ପଡା ହନୁମାନ ମନ୍ଦିର ରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।ମନ୍ଦିର କମିଟି ତରଫରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭୋଗ ଅନ୍ନ ବିତରଣ କରଯାଇଥିଲା।ସେହିପରି ବିଭିନ୍ନ ମନ୍ଦିରରେ ମଧ୍ୟ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।ସେହିପରି ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ପଣା ବଣ୍ଟନ କରାଯାଇ ପଣା ସଂକ୍ରାନ୍ତି ପାଳନ କରାଯାଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମା ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ 

masiha

ଧର୍ମଗଡ଼ ବ୍ଲକ ତରାପୁର ଠାରେ ରେ ମହାଭାରତ ପାରାୟଣ ଜ୍ଞାନଯଜ୍ଞ ରେ ଭକ୍ତଙ୍କ ପ୍ରବଳ ସମାଗମ

ନୃସିଂହ ପୁରାଣ ପାଠୋତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!