ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାଇଭାରସନ ନିର୍ମାଣରେ ତ୍ରୁଟି, ଗମନାଗମନ ବ୍ୟାହତ

ଡ଼ାଇଭାରସନ ନିର୍ମାଣରେ ତ୍ରୁଟି, ଗମନାଗମନ ବ୍ୟାହତ

  ମୟୂରଭଞ୍ଜ -୧୮/୦୪ //  ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକର ବନପାହାଡ଼ ଘେରା ଅଧ୍ୟୁଷିତ ଅଞ୍ଚଳ ମାଣିକପୁର ପଂଚାୟତର ମାଣିକପୁର ଗାଁ ଏବଂ ନୂଆଗାଁ ଗାଁ କୁ କଂକ୍ରିଟ ପାଇଁ ଆରମ୍ଭ କରିବା ପାଇଁ…7ଦିନ ଭିତରେ କାର୍ଯ୍ୟ ଆରମ୍ଭ ନ ହେଲେ ରାମଦୋଳି ଯୁବକ ସଂଘ ପକ୍ଷ ରୁ ବିଜାତଳା ବ୍ଲକ କୁ ଘେରାଉ କରାଯିବ ବୋଲି ରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠା ସୁରେନ୍ଦ୍ର ମୁଣ୍ଡା, ଭୁବନ ମୁଣ୍ଡା ବୁଧୁରାମ ମୁଣ୍ଡା, କାରିଆ ମୁର୍ମୁ ଏବଂ ଛୋଟରାଇ ମୁର୍ମୁ ଚେତାବନି ଦେଇଥିଲେ ll ଏହି ରାସ୍ତାଟି ପାଟପୁରଠାରୁ ବିଶୋଇ ପଂଚାୟତ ସମିତି ସୀମା ଭାୟା ବଳରାମପୁର, ପାଉଁଶିଆ, ବାନ୍ଧଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ କାମ ହେବା କଥା l କାର୍ଯ୍ୟ ସରିବା ପାଇଁ ଅବଧି 24.11.2022 ରହିଥିଲା lକିନ୍ତୁ ମାଣିକପୁର ଗାଁ କଂକ୍ରିଟ କାମ ଆରମ୍ଭ ହେଲା lଡ଼ାଇଭାରସନ ନିର୍ମାଣରେ ତ୍ରୁଟି, ଗମନାଗମନ ବ୍ୟାହତl ସ୍କୁଲ, କଲେଜ ର ମାନେ ଛାତ୍ରଛାତ୍ରୀ ଯିବା ପାଇଁ ହନ୍ତସନ୍ତ ହେଉଛନ୍ତି। ଗତକାଲି ଏବଂ ଆଜି ବର୍ଷା ଯୋଗୁଁ ଡ଼ାଇଭାରସନ ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି।ସେହି ସ୍ଥାନରେ ଛୋଟ ବଡ଼ ଦୁଘଟଣା ଘଟିଥିଲା।ରୋଗୀ ଏବଂ ଗର୍ଭବତୀ ମହିଳା ମାନେ ଡ଼ାକ୍ତର ଖାନ ଯିଵା ରେ ବହୁତ ହ ଇରାଣ ହେଉଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶଙ୍କରଡା ବନପାଳଙ୍କ ବିୟୋଗ         

masiha

ଅନ୍ବେଷଣର ୧୮ତମ ବାର୍ଷିକ ସମ୍ମିଳନୀ 

masiha

ଉତ୍କଳ ଆଲୁମିନାରେ ପୁଷ୍ପ ପ୍ରଦର୍ଶନୀ

masiha

Leave a Comment

error: Content is protected !!