ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିସିବି ବ୍ୟାଙ୍କର ଗ୍ରାହକ ମେଳା

ଜୁନାଗଡ଼,୨୭/୪(ମ ନି ସ) ଡିସିବି ବ୍ୟାଙ୍କର ଗ୍ରାହକ ମେଳା ଜୁନାଗଡ଼ ବ୍ରାଞ୍ଚ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ବ୍ୟବସାୟୀ ଓ ସାଧାରଣ ଲୋକ କିପରି ବ୍ୟାଙ୍କର ବିଭିନ୍ନ ସୁବିଧା ପାଇପାରିବେ ସେନେଇ ଆଲୋଚନା ହୋଇଥିଲା।ଋଣ, ବୀମା ଓ ସୁରକ୍ଷିତ ବ୍ୟାଙ୍କ କାରବାର ଯେପରି ଗ୍ରାହକ ପାଇ ପାରିବେ ସେଥି ନେଇ ବ୍ୟାଙ୍କ ଯତ୍ନବାନ ଅଛି ବୋଲି ଉପସ୍ଥିତ ଅଧିକାରୀ ଅବଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରବନ୍ଧକ ଗୌରୀଶଙ୍କର ସାମନ୍ତରାୟ, କ୍ଳଷ୍ଟର ମୁଖ୍ୟ ସୁଶାନ୍ତ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ରହି ଥିବାବେଳେ ଶାଖା ପରିଚାଳକ ସୁଧାଂଶୁଶେଖର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥିରେ ଅନେକ ବ୍ୟବସାୟୀ ଓ ଜନସାଧାରଣ ଯୋଗଦେଇଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ମାଆ ଜଗତ ଜନନୀ ଦୁର୍ଗାଙ୍କ ନବଦିନାତ୍ମକ ପୂଜା

Sunil Chandra Nayak

ବିଦ୍ୟାଳୟ ପରିସରରେ ଦୁଷିତ ପାଣି

Sunil Chandra Nayak

Leave a Comment

error: Content is protected !!