ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ମହୁଲ ବୋଝେଇ ପିକ ଅପ ଜବତ, ୩ ଗିରଫ

ବେଆଇନ ମହୁଲ ବୋଝେଇ ପିକ ଅପ ଜବତ, ୩ ଗିରଫ

କାମାକ୍ଷାନଗର (ମନିସ )29/4/25 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଡ଼ଙ୍ଗାପାଳ ଗାଁ ନିକଟରୁ ବେଆଇନ ମହୁଲ ବୋଝେଇ ପିକଅପ ଗାଡିକୁ ଜବତ କରିଛି କାମାକ୍ଷାନଗର ଅବକାରୀ ଟିମ। ଏଥିସହିତ ୩ ଜଣ ମହୁଲ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ମହାବିରୋଡ଼ ଥାନା ଡୋଳିଆ ଗାଁର ଦେବେନ୍ଦ୍ର ମହାନ୍ତ, ତେଲକୋଇ ସମାକୁଦ ଅଞ୍ଚଳର ନରେନ୍ଦ୍ର ନାଏକ ଏବଂ ବବୃବାହନ ସାହୁ।ସେମାନଙ୍କ ଠାରୁ ଗୋଟିଏ ପିକଅପ, ପ୍ରାୟ ୬ କୁଇଣ୍ଟାଲ ମହୁଲ ଜବତ କରାଯାଇଛି। ଜବତ ମହୁଲର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ହେବ।ତେବେ ଗିରଫ ମହୁଲ ବେପାରୀଙ୍କୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମଦୁଆ ଅଟୋ ଚାଳକ ଯୋଗୁଁ ନିରୀହ ଲୋକଙ୍କ ମୃତ୍ୟୁ

ପତ୍ନୀ ହତ୍ୟାକାରୀ କୁ ସାତ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ: ଘଟଣା ସ୍ଥଳରୁ ୧୦ ଚାଲାଣ କାରୀ ଚମ୍ପଟ 

Sunil Chandra Nayak

Leave a Comment

error: Content is protected !!