ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳିତ 

ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳିତ 

କଟକ : କଟକ ଜଗତସିଂହପୁର ଜିଲ୍ଲା ଖେରସ ସ୍ବାଧିନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଙ୍କ ୧୩୦ ତମ ଜନ୍ମ ଜୟନ୍ତୀ କଟକ ସଦର ୪୨ ମୌଜା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟ ପରାମର୍ଶ ଦାତା ସମାଜସେବୀ ସମ୍ମାନନୀୟ ପ୍ରଭାତ କୁମାର ଦେବତାଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି । ଉକ୍ତ ସ୍ମୃତି ଚାରଣ ସଭାରେ ସଭାପତି ସରୋଜ ନଳିନୀ ପରିଜା,ଉପସଭାପତି ଉପେନ୍ଦ୍ର ବାରିକ,ମହାସଚିବ ରୁଦ୍ର ନାରାୟଣ ଦାସ,ଶିକ୍ଷକ ମିହିର ରଞ୍ଜନ ନାୟକ, ସନ୍ତୋଷ କୁମାର ଭୋଇ,ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲ ଛାତ୍ରଛାତ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଗୁଡାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋଲାମୁଣ୍ଡା ଠାରେ ଜୁଭେଣ୍ଟିକା ଆଉଟ୍‌ରିଚ୍ ପ୍ରୋଗ୍ରାମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!