ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

6 ବର୍ଷ ବିତିଲା ସମ୍ପୁର୍ଣ୍ଣ ହେଲାନି ପୋଲ

6 ବର୍ଷ ବିତିଲା ସମ୍ପୁର୍ଣ୍ଣ ହେଲାନି ପୋଲ

 ମୟୂରଭଞ୍ଜ – ୦୧/୦୬ —  ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତର ଭୀମକାନ୍ଧା ଗ୍ରାମର ମୁଣ୍ଡ ରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ।ବିନା ଫଳକ ରେ କାମ ଚାଲିଛି।ଲୋକଙ୍କ ଦାବି ମୁତାବକ ୨୦୧୯ ରେ ପୋଲ ନିର୍ମାଣ କାର୍ଯ୍ୟ ହେଲା। ସ୍ଥାନୀୟ ଲୋକ କହିବାନୁସାରେ ଏହି ପୋଲ କାମ ଶେଷ ହୋଇଥିଲେ ଆଖପାଖର ଲୋକେ ସୁବିଧା ରେ ଗୋରୁମହିଷାଣୀ ବଜାର କୁ ଯାଇପାରନ୍ତେ। ଏନେଇ ଚଢେଇପାହାଡି ପଂଚାୟତର ସମିତି ସଭ୍ୟା କୁନି ସର୍ଦ୍ଦାର ଦୁଇ ଥର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଇଛନ୍ତି l କିନ୍ତୁ ଜିଲ୍ଲାପାଳ ଙ୍କ ପ୍ରତିଶୃତି ପାଣି ରେ ଗାର lଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ପୋଲ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ କହୁଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ l ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ 

Sunil Chandra Nayak

ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମହିଳାଙ୍କ ପାଇଁ ବେଦାନ୍ତ ଲିମିଟେଡର ଅଭିନବ ପଦକ୍ଷେପ ,ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ପାଇବେ ଦେଶବ୍ୟାପି ୧୦୦୦ ବାଳିକା

Sunil Chandra Nayak

Leave a Comment

error: Content is protected !!