ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମସେରପଦର ମଧ୍ୟ।ନ୍ନ ଭୋଜନରେ ଛାତ୍ର ଛାତ୍ରୀଙ୍କ ଅର୍ଥ ଆତ୍ମସାତ ଅଭିଯୋଗ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମପଂଚୟତ ର ସମସେର ପଦର ଗ୍ରାମରେ ସ୍କୁଲ ରହିଥିବା ବେଳେ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟନ୍ନ ଭୋଜନ ବାବଦକୁ ଅର୍ଥ ତାଙ୍କ ବ୍ୟାଙ୍କ ପାସ ବହିକୁ ସ୍ଥାନାନ୍ତର କରିବା ନିର୍ଦ୍ଧେଶ ରହିଅଛି। କିନ୍ତୁ ପ୍ରଧାନ ଶିକ୍ଷକ ୨୦୨୦-୨୧ ବର୍ଷରେ ଚାରି ମାସର ୪୫୫. ୨୮ ଟଙ୍କା ପ୍ରଦାନ କରିବାର ଥିବା ବେଳେ ମାତ୍ର ୪୦୦ ଟଙ୍କା ଖାତାକୁ ଜମା କରିଛନ୍ତି। ସେହିପରି ୨୦୨୧ ଜାନୁଆରୀ,ଫେବୃଆରୀ ଏବଂ ମାର୍ଚ୍ଚ ର ୩୭୯.୪୦ ପଇସା ଜମା କରିବା ବଦଳରେ ୩୦୦ ଟଙ୍କା ଜମା କରିଛନ୍ତି। ବକେୟା ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି। ଆବଶ୍ୟକ ତଦନ୍ତ କରି ଛାତ୍ରଙ୍କ ହକ କୁ ତାଙ୍କୁ ପ୍ରଦାନ ପାଇଁ ଅନୁରୋଧ। ମଧ୍ୟ।ନ୍ନ ଭୋଜନ ଅର୍ଥ ଆତ୍ମସାତ ଅଭିଯୋଗ ଆଣିଛନ୍ତି ସ୍କୁଲ ପରିଚାଳନା କମିଟି ଏବଂ ଗ୍ରାମବାସୀ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ଆମଦାବେଡା ଗ୍ରାମର ଚାଷୀ ଅପମୃତ୍ୟୁ

Sunil Chandra Nayak

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

Sunil Chandra Nayak

Leave a Comment

error: Content is protected !!