ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ପ୍ରୌଢ଼ ନିବାସ ରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

ଉତ୍କଳମଣି ଗୋପବନ୍ଧୁ ପ୍ରୌଢ଼ ନିବାସ ରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

କଟକ : ୪୨ ମୌଜା ଏରଞ୍ଚ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରୌଢ଼ ନିବାସରେ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ଦାନ୍ତ ବିଭାଗ ଡାକ୍ତର ଡ.ସରୋଜ କୁମାର ବେହେରାଙ୍କ ନେତୃତ୍ୱ ରେ ଏକ ସାତ ଜଣିଆ ଡ଼ାକ୍ତରୀ ଦଳ ପ୍ରୌଢ଼ ନିବାସର ଅନ୍ତେବାସୀ ମାନଙ୍କର ଦାନ୍ତ ପରୀକ୍ଷା କରିବା ସହ ମୁଖ ଗହ୍ଵରର ଯତ୍ନ ନେବା ସମ୍ପର୍କରେ ସଚେତନ କରାଇଥିଲେ । ଏହି ଶିବିରକୁ ଲୋକ ଶକ୍ତି ଟ୍ରଷ୍ଟର ମାନେଜିଂ ଟ୍ରଷ୍ଟି ମନମୋହନ ପତି, ଅଭୟ କୁମାର ସ୍ବାଇଁ,ନବଘନ ପରିଡ଼ା,ଶରତ ଚନ୍ଦ୍ର ପରିଡା ପ୍ରମୁଖ ଶିବିର ପରିଚାଳନା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

୮୦ ବର୍ଷୀୟ ବୃଦ୍ଧଙ୍କୁ ଆଧାର କାର୍ଡ ସାଜିଛି ବାଧକ,ଭତ୍ତା ରୁ ବଂଚିତ

Sunil Chandra Nayak

ପରିବେଶ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ 

masiha

ତମାଖୁମୁକ୍ତ,ନାରିସଶକ୍ତି କରଣ ଓ ବିପର୍ଯ୍ୟୟ ପରିଚାଳନାରେ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!