ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଲ୍ଲୀରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀଙ୍କ ନୂତନ ଗୃହ ପ୍ରବେଶ ଉତ୍ସବରେ ଯୋଗ ଦେବାପାଇଁ ଜିଲ୍ଲାରୁ ୨୦୦ ରୁ ଉର୍ଧ୍ବ କର୍ମୀ ଓ ସାମ୍ବାଦିକଙ୍କ ଦିଲ୍ଲୀ ଯାତ୍ରା

ଦିଲ୍ଲୀରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀଙ୍କ ନୂତନ ଗୃହ ପ୍ରବେଶ ଉତ୍ସବରେ ଯୋଗ ଦେବାପାଇଁ ଜିଲ୍ଲାରୁ ୨୦୦ ରୁ ଉର୍ଧ୍ବ କର୍ମୀ ଓ ସାମ୍ବାଦିକଙ୍କ ଦିଲ୍ଲୀ ଯାତ୍ରା

ମୟୂରଭଂଜ – ୨୮/୦୭ — ମୟୂରଭଂଜ ଜିଲ୍ଲାର‌ ଲୋକସଭା ସାଂସଦ ନବ ଚରଣ ମାଝୀଙ୍କ ନୃତ୍ୟ ଗୃହ ପ୍ରବେଶ ଉତ୍ସବ ଆସନ୍ତା ଜୁଲାଇ ୩୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ।ଏଥିପାଇଁ ଜିଲ୍ଲାର ବିଜେପି ନେତୃବୃନ୍ଦ ,କିଛି ସାମ୍ବାଦିକଙ୍କୁ ସ୍ବତନ୍ତ୍ର ମୌଖିକ ନିମନ୍ତ୍ରଣ କରିଛନ୍ତି ।ସେଥିପାଇଁ ସମଗ୍ର ଜିଲ୍ଲାର ବିଭିନ୍ନ‌ପ୍ରାନ୍ତରରୁ ଦଳୀୟ ପଦାଧିକାରୀ,କର୍ମୀ ମଣ୍ଡଳ ସଭାପତି ଓ ସାମ୍ବାଦିକ ଆଜି ସୋମବାର ଦିନ ଦିଲ୍ଲୀ ରଓ୍ଵାନା ହୋଇ ଯାଇଛନ୍ତି ।ଆଜି ରାଇରଙ୍ଗପୁର ରୁ ଆହ୍ବାନ ବସ ଯୋଗେ ଟାଟା ନଗର ଏବଂ ସେଠାରୁ ଟ୍ରେନରେ ମଧ ଦଳୀୟ ନେତୃଵୃନ୍ଦ, ସାମ୍ବାଦିକ,କର୍ମୀ ଟାଟାନଗରରୁ ଟ୍ରେନରେ ଦିଲ୍ଲୀ ଯାତ୍ରା କରିଛନ୍ତି ।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବ୍ଲକ୍ ପ୍ରଶାସନିକ ଅଧିକାରୀ ଓ ମହିଳା ଜନ ପ୍ରତିନିଧି ମାନଙ୍କ ବୈଠକ

Sunil Chandra Nayak

ଡୋକାରିଚଞ୍ଚରା ଠାରେ ଶ୍ରୀରାମ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଜନତା ମଇଦାନର ଏମିତି ଆକର୍ଷଣ ପ୍ରତିଭା “ହମ୍ ବସ୍ତି କେ ହସ୍ତି” 

Sunil Chandra Nayak

Leave a Comment

error: Content is protected !!