ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ଆଜ ପୁରା ଅକ୍ଷୟ ତୃତୀୟା
ନାମେ ଜଗତ ବିଖ୍ୟାତ
ଦିନ ଏହି ଯେ ଅତି ପବିତ୍ର
ବିଶ୍ଵଭୁବନେ ଯେ ଖ୍ୟାତ ll

ଆବିର୍ଭୁତ ନେଲେ ଆଜ ଦିନେ
ଭଗବାନ ପର୍ଶୁରାମ
ମାଁ ଗଙ୍ଗା ସ୍ବର୍ଗୁ ହେଲେ ଆଗତ
ଧରାମୁଖେ କଲେ କର୍ମ ll

ସର୍ବ କାର୍ଯ୍ୟ ସିଦ୍ଧି ରହି ଅଛି
ଆଜ ଅକ୍ଷୟ ତୃତୀୟା
ସୁବର୍ଣ୍ଣ ଯଦି କରିବ କ୍ରୟ
ହେବ ଯେ ଲକ୍ଷ୍ମୀଙ୍କ ଦୟା ll

ସୂର୍ଯ୍ୟ କିରଣ ହେବ ପ୍ରଖର
ପଡେ ଏଯେ ଧରଣୀରେ
ଶୁଭ ଅନୁକୂଳ କାର୍ଯ୍ୟ ହେବ
ସଫଳ ଲଭେ ଏ ବାରେ ll

ହିନ୍ଦୁ ଶାସ୍ତ୍ର ମତେ ଯେ ରହିଛି
ପକାଇବ ଅଖି ମୁଠି
ଶୁଭ ଏହି ଅକ୍ଷୟ ତୃତୀୟା
ହେବ ସଦା ଅନ୍ନ ବୃଷ୍ଟି ll


ତ୍ରିନାଥ ପଟ୍ଟନାୟକ

( ଅଧ୍ୟାପକ ତଥା କବି)
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ

Related posts

କେସିଙ୍ଗା ପୁଲିସର ବଡ ସଫଳତା, ରାତ୍ର ପେଟ୍ରୋଲିଂ ସମୟରେ ବାଇକ୍ ରେ ଚୋରାଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ, ତିନି ଜଣ ଅଟକ ରହିଥିବା ବେଳେ ଚାରିଟି ବାଇକ୍ ଜବତ

Sunil Chandra Nayak

ପ୍ରଗତିଶୀଳ କବି ସନତ୍ ରାୟ ଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

ବିକାଶ ବିଦ୍ୟାଳୟର ବାର୍ଷିକ ଉତ୍ସବ “ହାରଭେଷ୍ଟ୍”ଉଦଯାପିତ

Sunil Chandra Nayak

Leave a Comment

error: Content is protected !!