ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟ ରୋଡ୍‍ ପୂଜା କମିଟିର ନୂଆ କର୍ମକର୍ତ୍ତା ଚୟନ

ହାଟ ରୋଡ୍‍ ପୂଜା କମିଟିର ନୂଆ କର୍ମକର୍ତ୍ତା ଚୟନ

ଢେଙ୍କାନାଳ: ହାଟ ରୋଡ୍‍ ପୂଜା କମିଟି କମ୍ୟୁନିଟି କେୟାର ଆସୋସିଏସନ୍‍ର ନୂଆ କର୍ମକର୍ତ୍ତା ଚୟନ ହୋଇଛନ୍ତି । ମେଣ୍ଟର ଭାବରେ ଗୋଲଖ ଚନ୍ଦ୍ର ସାହୁ, ସଭାପତି ଦାୟିତ୍ୱରେ ନିଶାକର ସାହୁ, ଉପ-ସଭାପତି ଭାବେ ରଞ୍ଜନ କୁମାର ସାହୁ, ସମ୍ପାଦକ ଭାବେ ସୁନିଲ କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ ସଚିଦାନନ୍ଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ଶଶାଙ୍କ ଶେଖର ଦାସ, ଅତିରିକ୍ତ ସମ୍ପାଦକ ଭାବେ ନିଗମ ନନ୍ଦା ସାହୁ, ସୁଶାନ୍ତ କୁମାର ସାହୁ, ସୁକାନ୍ତ କୁମାର ସାହ, କ୍ୟାସିୟର ଭାବେ ପୁରୁଷୋତ୍ତମ ସାହୁ ଅନିଲ କୁମାର ସାହୁ, ସହଯୋଗୀ କ୍ୟାସିୟର ଭାବେ ଭବାନୀ ଶଙ୍କର ମିଶ୍ର ରହିଛନ୍ତି ।

   ସେହିପରି ଜେନେରାଲ ବଡି ନୂତନ ସଦସ୍ୟ ଭାବରେ ସତ୍ୟବ୍ରତ ମହାନ, ପଦ୍ମଲୋଚନ ସାହୁ , ସୋମନାଥ ସାହୁ ରହିଛନ୍ତି | 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ଯୁବ – ଛାତ୍ର ବୈଠକ

masiha

ନବ ନିଯୁକ୍ତ ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନାଗରିକ ସମ୍ବର୍ଦ୍ଧନା।ଯୋଜନା ଗୁଡିକର ସଫଳ ରୂପାୟନ ଓ ଗତିଶୀଳ କରିବା ପାଇଁ ପ୍ରୟାସ କରାଯିବ

Sunil Chandra Nayak

ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର 

Leave a Comment

error: Content is protected !!