ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ଓ ଵହଳଦା ଅବକାରୀ ବିଭାଗ ତରଫରୁ ବ୍ୟାପକ ଚଢାଉ,ବ୍ୟାପକ ବେଆଇନ ମଦ ଜବତ ସହ ୪ ଜଣଙ୍କୁ କୋର୍ଟ ଚାଲାଣ 

ତିରିଂ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ଓ ଵହଳଦା ଅବକାରୀ ବିଭାଗ ତରଫରୁ ବ୍ୟାପକ ଚଢାଉ,ବ୍ୟାପକ ବେଆଇନ ମଦ ଜବତ ସହ ୪ ଜଣଙ୍କୁ କୋର୍ଟ ଚାଲାଣ 

 ମୟୂରଭଂଜ, -୯/୯  —  ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଣଜିତ ସବରଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଗତକାଲି ତିରିଂ ଥାନା ଅନ୍ତର୍ଗତ ଟୁଡୁକାମ, ଜୋଟା, ପୋଖରିଆ ଏବଂ ପାଣ୍ଡୁପାଣି, ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l 

 ମୟୂୟଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଗୋବର୍ଦ୍ଧନପୁର କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ 

masiha

ବିଦ୍ୟାଳୟ ପରିଚାଳନାରେରେ  ଦୁର୍ନୀତି !! ତିର୍ତ୍ତୋଲ ଶିକ୍ଷାବିଭାଗରେ ରାଜନୀତିର ଝଲକ !!

Sunil Chandra Nayak

ଭାରତୀୟ ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ 

masiha

Leave a Comment

error: Content is protected !!