ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରି ଦଫା ଦାବି ନେଇ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଚାରି ଦଫା ଦାବି ନେଇ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଢେଙ୍କାନାଳ, ୯/୯: ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ତରଫରୁ ଆଜି ୪ ଦଫା ନେଇ ଶତାଧ‌ିକ କର୍ମଚାରୀ ଏକ ରାଲିରେ ଯାଇ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ନ୍ୟାର୍ଯ୍ୟ ଦାବି ଗୁଡିକ ହେଲା ମଜୁରୀ ଉପରେ କୋଡ୍ ତଳେ କେନ୍ଦ୍ରୀୟ ମଜୁରୀର କାର୍ଯ୍ୟକାରିତା, ଓଡିଶାରେ ହରିୟାଣା ଆଉଟସୋର୍ସିଂ ପଲିସି ମଡେଲର ଗ୍ରହଣ, ବଂଟନ କମ୍ପାନୀରେ ଏକ ଫୁଟର ଜୋନ୍ ସ୍ଥାନାନ୍ତର ନୀତି କାର୍ଯ୍ୟକାରୀ କରନ୍ତୁ, ଇପିଏଫ୍ ରୁ ଏଷ୍ଟହ୍ଲାଇଲ୍‌ କର୍ମଚାରୀଙ୍କ ଉଦାହରଣ ଇତ୍ୟାଦି ଦାବୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରାଙ୍କୁ ଦାବି ପାତ୍ର ପ୍ରଦାନ କରିଛନ୍ତି । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ସାମାଜିକ ସୁରକ୍ଷା ବିଭାଗ କାହା ସ୍ୱାର୍ଥରେ : କିଏ ଡିଜିଟାଲ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଉନି ତ କିଏ ହଜାରେ ପାଇଁ ଚାରି କିମି ଯାଉଛି

Sunil Chandra Nayak

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର 

Sunil Chandra Nayak

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

masiha

Leave a Comment

error: Content is protected !!