ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorizedଆଞ୍ଚଳିକ

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

ନବରଙ୍ଗପୁର:(୧୦|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ପାପଡ଼ାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନୁକୁଲ୍ୟରେ ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟରେ ନବ ଭାରତ ସାକ୍ଷର କାର୍ଯ୍ୟକ୍ରମର ନୋଡାଲ ଅଫିସର ଶ୍ରୀଯୁକ୍ତ ସୁଦର୍ଶନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସି.ଆର.ସି.ସି .ଜଗଦିଶ ସାସମଲ, ବାବୁଲାଲ ସାଗର, ରାଜେଶ ମୁଣ୍ଡାରୀ , ପ୍ରକାଶ ପଣ୍ଡା, ଭେଙ୍କଟ ରାଜୁ,ବିପିନ ନିଆଲ ପ୍ରମୁଖ ନବ ଭାରତ ସାକ୍ଷର କାର୍ଯ୍ୟକ୍ରମର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ନଵଭାରତ ସାକ୍ଷର କାର୍ଯ୍ୟକ୍ରମରେ ଆପ ଡାଉନଲୋଡ ସହିତ ୱେବସାଇଟ ରେ ଯାଇ ସର୍ଭେୟର୍ ରେଜିଷ୍ଟ୍ରେସନ କିପରି କରାଯିବ ତାହାର ସବିଶେଷ ତଥ୍ୟ ରଖିଥିଲେ ।ପ୍ରଧାନ ଶିକ୍ଷକ ସେଠିଆ ସାର,ଯାଦବ ଦିଦି ର ପ୍ରମୁଖ ଅଂଶ ଗ୍ରହଣରେ ବୈଠକ ରେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଆଣି ଦେଇଥିଲା। ନଵଭାରତ ସାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକ -ଶିକ୍ଷୟିତ୍ରୀଙ୍କ ତରଫରୁ ପ୍ରତିଟି ଶିକ୍ଷକ ୧୦ ଜଣକୁ ନେଇ ଗୋଟିଏ ଟିମ ମାଧ୍ୟମରେ ବ୍ଳକର ଟାର୍ଗେଟ ୫୦୦୦ ଲେରନର ଓ ୫୦୦ ଭଲ୍ୟୁଣ୍ଟର ର କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟ କରିବାକୁ ଉତ୍ସାହ ପୂର୍ଣ୍ଣ ବାର୍ତ୍ତା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପିପଲପଦର ମହାଲକ୍ଷ୍ମୀ କ୍ରିକେଟ କ୍ଲବରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ତୁଷରା 11ଷ୍ଟାର 3–0ଗୋଲରେ ସ୍ପୋର୍ଟ୍ସହଷ୍ଟେଲ ଭବାନୀପାଟଣାକୁ ପରାସ୍ତ କରି ସେମି ଫାଇନାଲରେ 

Sunil Chandra Nayak

ଫାଇଭ୍-ଟି ରୂପାନ୍ତରଣରେ ସାମିଲ ହେଲା କମର୍ଦ୍ଧା ହାଇସ୍କୁଲ

Leave a Comment

error: Content is protected !!