ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସରେ ମିଶିଲେ ଶତାଧିକ ଯୁବକ 

କଂଗ୍ରେସରେ ମିଶିଲେ ଶତାଧିକ ଯୁବକ 

ନୂଆପଡା,୧୩/୧୦  — ନୂଆପଡା ଏବିଟି ସମ୍ମିଳନୀ କକ୍ଷରେ ସୋମବାର ଜିଲା କଂଗ୍ରେସ କମିଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନୂଆପଡା ସହରର ଶତାଧିକ ଯୁବକ କଂଗ୍ରେସରେ ଯୋଗଦେଇଛନ୍ତି । ଏହି ସମୟରେ ରାଜଗାଙ୍ଗପୁର ବିଧାୟକ ରାଜନ୍ ଏକ୍କା,ନୂଆପଡା ଜିଲ୍ଲା ପର୍ଯ୍ୟବେକ୍ଷକ ମୂରଲୀଧର ନାୟକ,ଗରିବସେନା ଜିଲା ଆବାହକ ରବି ମଙ୍ଗରାଜ,ପବନ ଶର୍ମା,ଜାତୀୟ କଂଗ୍ରେସ ମୁଖପାତ୍ର ହମିତ୍ ହୁସେନ ପ୍ରମୁଖ ଉପସ୍ଥିତି ଥିଲେ । ବିଜେଡି ଓ ବିଜେପି ପ୍ରାର୍ଥୀ ଦେଇ ପାରୁ ନାହିଁ । ସେମାନଙ୍କୁ ପ୍ରାର୍ଥୀ ମିଲୁ ନାହିଁ । ନିର୍ବାଚନର ବିଜୟୀ ହେବ କଣ । ଚଳିତ ଉପ ନିର୍ବାଚନର ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ବିଜୟୀ ହୋଇ ବିଧାନ ସଭାକୁ ଯିବେ ବୋଲି ପିସିସି ସଭାପତି ଦାସ କହିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୩୩ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ *ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ: ସୁରେଶ ପୂଜାରୀ*

Sunil Chandra Nayak

ବାଲେଶ୍ୱର ଜ଼ିଲ୍ଲା ରେମୁଣା ବ୍ଲକ ସୁତେଇ ପଞ୍ଚାୟତ ରେ ରାଜ୍ୟସଭା ସାଂସଦ ଙ୍କ ଭୋଟ ପ୍ରଚାର

masiha

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ଏହି ଐତିହାସିକ ବିଜୟ ଜନସେବା ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

Leave a Comment

error: Content is protected !!