ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

49 ତମ ଦୁର୍ଗା ପୂଜା ଉପଲକ୍ଷେ କେନ୍ଦୁମୁଣ୍ଡି ରେ ଡ୍ୟାନ୍ସ ଧମାକା 

49 ତମ ଦୁର୍ଗା ପୂଜା ଉପଲକ୍ଷେ କେନ୍ଦୁମୁଣ୍ଡି ରେ ଡ୍ୟାନ୍ସ ଧମାକା 

 ପାଟଣାଗଡ  – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ପାଟଣାଗଡ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ରେ ଦୁର୍ଗା ପୂଜା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ପ୍ରକାଶ କୁମାର ପଣ୍ଡା ଓ ସମ୍ମାନୀତ ଅତିଥି ଭାବରେ ପ୍ରଦୀପ ତାଣ୍ଡି ସନ୍ତୋଷ କୁମାର ଭୋଇ ରତ୍ନାକର ପଧାନ ସାମ୍ବାଦିକ ଦୁର୍ଯ୍ୟୋଧନ ବର୍ଗେ ଯୋଗଦେଇ । ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଏହି ଡ୍ୟାନ୍ସ ଧମାକା କୁ ଦିନ ବନ୍ଧୁ ବଗର୍ତି ପରିଚାଳନା କରିଥିବା ବେଳେ ପ୍ରଦୀପ ତାଣ୍ଡି ପ୍ରକାଶ କୁମାର ପଣ୍ଡା ବିଚାରକ ମଣ୍ଡଳୀ ଭାବେ ଥିଲେ। ଏଥିରେ ପ୍ରଥମ ସ୍ଥାନ ହାସଲ କରିଥିଲା ମାସମଲେଶ୍ଵରୀ ଡ୍ୟାନ୍ସ ଗ୍ରୁପ ବୁଢ଼ୀବାହାଲ , ଦ୍ଵିତୀୟ ସ୍ଥାନ ହାସଲ କରିଥିଲା crazy boy ଡ୍ୟାନ୍ସଗ୍ରୁପ ଭଇଁଷା ,ଓ ତୃତୀୟ ସ୍ଥାନ ହାସଲ କରିଥିଲା ସତ୍ୟ ଭାରତୀ ପ୍ରତିଯୋଗିତାରେ ଧମାକା ଦଳ ମାନେ ଅତିଥି ମାନଙ୍କ ଠାରୁ ପୁରସ୍କାର ରାଶି ଗ୍ରହଣ କରିଥିଲେ । କେନ୍ଦୁମୁଣ୍ଡି ଦୁର୍ଗା ପୂଜା ପୂଜାକମିଟି ସଭାପତି ନର ସାହୁ ଉପସଭାପତି ପ୍ରଦୀପ ଭୋଇ ସମ୍ପାଦକ ରତନ କାର ପଧାନ କୋଷାଧ୍ୟକ୍ଷ ବଶିଷ୍ଠ ପଧାନ କମିଟି ର ସଦସ୍ୟ ଘନ ଶ୍ୟାମନାଗ, ଅଲିଭ ସାହୁ, ସୁବ୍ରତ ପଧାନ, ବିକୁ ସାହୁ ପଙ୍କଜ ଭୋଇ, ବିକାଶ ଭୋଇ, ବୈକୁଣ୍ଠ, ବିଭୁ, ସୁଶୀଲ, ମନୋଜ ମିର୍ଧା,ମନୋଜ ଭୋଇ,ଚନ୍ଧନ ବେହେରା, ଅନାକାର ସାହୁ, ପଦମନ ପାତ୍ର, ଧୂବା ବୁଡ଼େକ, ଦୁର୍ଯ୍ୟୋଧନ ବିଶି, ଅକ୍ଷୟ ମାଝୀ, ବର୍ଜ ବେହେରା, ଠାକୁର ଭୋଇ,ଆଜାଦ ପଧାନ, ବବୁଲୁ ପଧାନ, ଦିଗାମର, ବାଦଲ ପଧାନ, ଅଜିତ କୁମାର ପଧାନ, ପ୍ରମୁଖ ସହଯୋଗ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଗୋଳାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଭିସଲାନ୍ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଶିଶୁ ବାଟିକା ବିଦ୍ୟାଳୟ ପାଇଁ ତାଲିମ ଶିବିର ଆୟୋଜନ,ଭାଗନେଲେ ୧୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ

masiha

ସମ୍ବିଧାନ ପ୍ରଣେତାଙ୍କ ମହାପ୍ରୟାଣ ତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି ଓ ନୂତନ କାର୍ଯ୍ୟାଳୟ ଉଦଘାଟନ

masiha

Leave a Comment

error: Content is protected !!