ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଛୁରୀ ସହ ବାଇକ୍ ଧକ୍କା; ସାମ୍ବାଦିକ, ତାଙ୍କ ପତ୍ନୀ ଓ ଝିଅ ଗୁରୁତର

ବାଛୁରୀ ସହ ବାଇକ୍ ଧକ୍କା; ସାମ୍ବାଦିକ, ତାଙ୍କ ପତ୍ନୀ ଓ ଝିଅ ଗୁରୁତର

ମୟୂରଭଂଜ – ୩/୧୧ — ରାଇରଙ୍ଗପୁର- ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତା ଭାଲୁବସା – ନାଉଯୋଡା ମଝିରେ ଵିଶୋଇର ବରିଷ୍ଠ ସାମ୍ବାଦିକ ଅନଓ୍ଵାର ହୁସେନ(୫୮) ବାଇକରେ ତାଙ୍କ ପତ୍ନୀ ପ୍ରିୟା ବିବି(୪୫)ଓ ଝିଅ ସାଫିନା ପରବିନ୍ ସହିତ ହାଟଵାଦଡାରୁ ବିଶୋଇ ଫେରୁଥିବାବେଳେ ହଠାତ୍ ଏକ ବାଛୁରୀ ଦୃତ ଗତିରେ ରାସ୍ତା ପାରୋଉଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ‌ ଛିଟିକି ପଡ଼ିଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର‌ ହସ୍ପିଟାଲକୁ ଅଣା ଯାଇଥିଲା ।ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ‌ ଚିକିତ୍ସିତ‌‌ ହେଉଛନ୍ତି ।ସାମ୍ବାଦିକମାନେ ଖବର ପାଇ ତାଙ୍କୁ ସାକ୍ଷାତ କରି ଶିଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଯାଦବ ଶୌର୍ଯ୍ୟ ଦିବସ ପାଳନ ଅବସରରେ*ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ଦାବୀ କରେ…ଅହିର ରେଜିମେଣ୍ଟ ଆମର ଦାବୀ

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ନେଇ ଏକ ପ୍ରସ୍ତୁତି ବୈଠକ

masiha

ପ୍ରକଳ୍ପ ସ୍ତରୀୟ ବାଲ୍ୟବିବାହ ନିଷେଧ ରାଲି

Sunil Chandra Nayak

Leave a Comment

error: Content is protected !!