ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦକନା ମଣ୍ଡି ରେ ବିଜେପି ର ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଧର୍ମଗଡ଼ ବିଧାନସଭା ସ୍ଥରୀୟ ଅନୁଷ୍ଠିତ

ବନ୍ଦକନା ମଣ୍ଡି ରେ ବିଜେପି ର ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଧର୍ମଗଡ଼ ବିଧାନସଭା ସ୍ଥରୀୟ ଅନୁଷ୍ଠିତ

କଳମପୁର (ମସିହା ) ଆଜି ଆତ୍ମନିର୍ଭରଶିଳ ଭାରତ ସଂକଳ୍ପ ଅଭିଯାନ ଘର ଘର ସ୍ୱଦେଶୀ ଯାତ୍ରା, ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ୧୫0ତମ ଜୟନ୍ତୀ ତଥା ବନ୍ଦେ ମାତରମ ର ୧୫୦ବର୍ଷ ବର୍ଷ କୁ ନେଇ କଳମପୁର ବ୍ଲକ ଅଧିନସ୍ତ ବନ୍ଧକନା ଧାନ ମଣ୍ଡି ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଧର୍ମଗଡ଼ ବ୍ଲକ, କୋକସରା ବ୍ଲକ ଓ କଳମପୁର ବ୍ଲକ ର ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ! 

ଏଥିରେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ଜିଲ୍ଲା ଉପସଭାପତି ଲଷ୍ମୀ ରଞ୍ଜନ ବାଗ, ଯୁବ ମୁର୍ଚ୍ଛା ଜିଲ୍ଲା ସଭାପତି ବିଜୟଦେବ ସାହୁ ଯୁବ ମୁର୍ଚ୍ଛା ଉପସଭାପତି ନରହରି, ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ପଣ୍ଡା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ପଟ୍ଟଯୋଶୀ ମୋହଦୟା ଧର୍ମଗଡ଼ ବରିଷ୍ଟ ବିଜେବି କର୍ମୀ ଶ୍ରୀ ବିଭୁତିଭୂଷଣ ପୁରୋହିତ, କଳମପୁର ବ୍ଲକ ହିତେଶ ପାତ୍ର, ଅରୁଣ ଜଗରିଆ, ସସ୍ମିତା ବାବୁ, ସରିତା ସରା଼ଫ, ହିମାଂଶୁ ପଣ୍ଡା ଚିନ୍ତାମଣି ବେହେରା ପ୍ରମୁଖ ମଞ୍ଚ ରେ ଉପବେଶନ କରିଥିବା ବେଳେ ମନୋଜ ଶର୍ମା, ସୁଶୀଲ ଜୈନ, ପିଣ୍ଟୁ ବେହେରା, ସୁଧିରରଞ୍ଜନ ବାଗ ବୁଲୁ ମୁଣ୍ଡ, ଟୁନା ପତି, ନବୀନ ପାଢ଼ୀ, ନିରଞ୍ଜନ ପାଢ଼ୀ, ବିଭୁତି ଭୂଷଣ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ ଏଥିରେ ଉପସଭାପତି ଶ୍ରୀ ଲଷ୍ମୀ ରଞ୍ଜନ ବାଗ ସର୍ଦାର ବଲ୍ଳଭ ଭାଇ ପଟେଲ ଙ୍କ ଜୀବନୀ ଓ ଇତିହାସ ର ଗାଥା କହିବା ସହ ଦେଶ ଓ ରାଜ୍ୟ ର ଭବିଷ୍ୟତ ନିର୍ମାଣ ର ଭୂମିକା କେତେ ଗୁରୁତ୍ୱ ତାହା ଦୃଷ୍ଟି ଆକର୍ଷଣ କରି କର୍ମୀ ଙ୍କ ମନ କୁ ଜିଣି ପାରି ଥିବା ବେଳେ ଜିଲ୍ଲା ସଂଯୋଜକ ହିମାଂଶୁ ପଣ୍ଡା ସ୍ବଦେଶୀ ବଞ୍ଚାଓ କୁ ସଫଳ ରୂପାୟନ କରିବା ସହ କର୍ମ ନିଷ୍ଟ ହେବା ପାଇଁ ଡାକରା ଦେଇଥିବା ବେଳେ ଧର୍ମଗଡ଼ ବିଧାୟକ ସୁଶ୍ରୀ ସୁଧିର ରଞ୍ଜନ ପଟ୍ଟଯୋଷୀ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଓ ବନ୍ଧେମାତର ଓ ସ୍ବଦେଶୀ ଜିନିଷ କୁ କେମିତି କ୍ରୟ କରି ଭାରତ ବର୍ଷ ର ଆର୍ଥିକ ସ୍ଥିତି କୁ ସୃଦୁଡ଼ କରିବା ଏବଂ ନିଜେ ସ୍ୱାଭିଳମ୍ଭି ହୋଇ ପାରିବା ଏହା ଉପରେ ଉଦବୋଧନ ପ୍ରଦାନ କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ସୁଧିର ରାଉତ ମଞ୍ଚ ପରିଚଳନା କରୁଥିବା ବେଳେ କଳମପୁର ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ ଙ୍କ ନେତୃତ୍ୱ ବହୁତ ଗୁରୁତ୍ୱ ପୁର୍ଣ୍ୟ ଥିଲା ! 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଅପରେସନ ସିନ୍ଦୂର ରେ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

masiha

Soorya Krishnamoorthy was honoured with Bharat Muni Samman on the last day of 15th Bharat Muni Samman closing ceremony.

masiha

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!