ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁଆ ଆଡ୍ଡା ଉପରେ ଚଢ଼ଉ,ପାଞ୍ଚ ଗିରଫ, ନଗଦ ଟଙ୍କା ଜବତ

ଜୁଆ ଆଡ୍ଡା ଉପରେ ଚଢ଼ଉ,ପାଞ୍ଚ ଗିରଫ, ନଗଦ ଟଙ୍କା ଜବତ

ଆସିକା, ୨୬/୧୧/୨୫ — ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ପଞ୍ଚାୟତ ର ପୋଡ଼ାପଲି ଗ୍ରାମ ନିକଟରେ ଥିବା ଆମ୍ବ ତୋଟା ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି ଧରାକୋଟ ପୋଲିସ । ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ଥାନା ଅଧିକାରୀ ଚନ୍ଦ୍ରିକା ସ୍ଵାଇଁ ଙ୍କ ନିର୍ଦ୍ଦେଶରେ ଏସ ଆଇ ସୁସ୍ମିତା ପଣ୍ଡା, ଏ ଏସ ଆଇ ଅନିଲ କୁମାର ଶବର, କନେଷ୍ଟେବଲ ମହେଶ୍ୱର ସ୍ୱାଇଁ, ସିମାଞ୍ଚଳ ମହାରଣା, ମଙ୍ଗୁଳୁ ଖଣ୍ଡୁଆଳ, ଜାନକୀ କାନ୍ତ ବେହେରା,ଜେମସ ରାଇକା ,ସୂର୍ୟମ ଶବର ଓ ରାଜକିଶୋର ସାହୁ ପ୍ରମୁଖ ମିଳିତ ଭାବରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ପାଞ୍ଚ ଜଣ ବ୍ୟକ୍ତି,ଚାରି ଗୋଟିମୋବାଇଲ,ଚାରି ଗୋଟି ବାଇକ,ନଗଦ 12 300 ଟଙ୍କା ଜବତ କରିଥିଲେ। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

୧୭ ଲିଟର ଦେଶୀ ହାତରନ୍ଧା ମଦ ଜବତ, ଜଣେ ଗିରଫ

Sunil Chandra Nayak

ବାଇକ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

masiha

ସ୍ବାମୀ ସ୍ତ୍ରୀଙ୍କ ନକଲି ମଦ ଫ୍ୟାକ୍ଟ୍ରି ; ୩୦ ଲକ୍ଷଟଙ୍କାର ବିଦେଶୀ ମଦ କାରଖାନା ଠାବ,ମଦ ତିଆରି ମେଶିନ ସହ ଜବତ

Sunil Chandra Nayak

Leave a Comment

error: Content is protected !!