ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାମରପୁର ଜେନାପାଟଣା ଗ୍ରାମର ଦୌପଦୀ ସାହୁ ଙ୍କ ପରଲୋକ

ଡାମରପୁର ଜେନାପାଟଣା ଗ୍ରାମର ଦୌପଦୀ ସାହୁ ଙ୍କ ପରଲୋକ

 ସାମ୍ବାଦିକ ଅଶୋକ କୁମାର ସାହୁ ଙ୍କ ମା ଦୌପଦୀ ସାହୁଙ୍କ ଅକାଳ ବିୟୋଗରେ ପଟ୍ଟାମୁଣ୍ଡାଇ ସମେତ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲରେ ଶୋକର ଛାୟା ଖେଳି ଯାଇଛି.ଗତ 26.11.2025 ରିଖ ସନ୍ଦ୍ୟା 6ଟା ସମୟରେ ତାଙ୍କ ବାସଭବନ ରେ ଥିଲା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ସ୍ଥାନୀୟ ପଟ୍ଟାମୁଣ୍ଡାଇ ଡାକ୍ତର ଖାନା ଆଣିଥିଲେ. ଡାକ୍ତର ଙ୍କ ପରାମର୍ଶ କ୍ରମେ ପଟ୍ଟାମୁଣ୍ଡାଇ ରୁ କଟକ ବଡ ମେଡିକାଲ ଯିବା ବାଟରେ ତାଙ୍କର ମୁର୍ତ୍ୟୁ ହୋଇଥିଲା. ତାଙ୍କର ଶେଷ ସମୟରେ ପୁତ୍ର ନିରଞ୍ଜନ. ଅଶୋକ. ପ୍ରମୋଦ. ପୁତ୍ରବଧୂ ବିଜୟା. ନିର୍ମଳା. ସୀତାରାଣୀ. ଝିଅ ଅର୍ଣ୍ଣପୂର୍ଣ୍ଣା. ନମିତା ସୁଜାତା. ନାତି ଅନିଲ ସମେତ ସାହୁ ପରିଜନ ସାମିଲ ହୋଇଥିଲେ. ଏଭଳି ଦୁଃଖ ଖବର ଶୁଣି ଗ୍ରାମର ବରିଷ୍ଠ ରାଜନେତା ନୁରସିଙ୍ଗ ଆଚାର୍ଯ୍ୟ. ବରିଷ୍ଠ ନେତା ସୁବାସ ଦାସ. ସମାଜସେବୀ ବସନ୍ତ ନାଥ. ସରପଞ୍ଚ ଅନୁସୟା ନାଥ. ସମିତି ସଭ୍ୟା ନିରୁପମା ସାହୁ ପରିବାର ପାଖରେ ଉପସ୍ଥିତ ହୋଇ ସମବେଦନା ଜଣାଇବା ସହିତ ଦୌପଦୀଙ୍କ ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି.

ପଟ୍ଟାମୁଣ୍ଡାଇ ରୁ ରିପୋର୍ଟର ଆଶୋକ କୁମାର ସାହୁ ମସିହା ନ୍ୟୁଜ

Related posts

କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କ ୧୨୨ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଓ ବାର୍ଷିକ ଉତ୍ସବ -୨୦୨୫ ମହା ସମାରୋହରେ ପାଳିତ 

masiha

ବିଷାକ୍ତ ସାପ କାମୁଡାରେ ମହିଳା ମୃତ 

masiha

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

masiha

Leave a Comment

error: Content is protected !!