ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନାତନ ହରିଚନ୍ଦନ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

ସନାତନ ହରିଚନ୍ଦନ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

କଟକ,୨୮।୧ : ସନାତନ ହରିଚନ୍ଦନ ମହାବିଦ୍ୟାଳୟ ଖୋର୍ଦ୍ଧା ପରିସରରେ ମୋ ଭାରତ ଏବଂ ଜାତୀୟ ସେବା ଯୋଜନା ଓଡ଼ିଶା ଶାଖା ତରଫରୁ ଜାତୀୟ ମତଦାତା ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ୫୦୦ ଛାତ୍ରଛାତ୍ରୀ ଯୋଗ ଦେଇ ଶପଥ ପାଠ କରିଥିଲେ । ଏକ ସଚେତନତା ରାଲି ମହାବିଦ୍ୟାଳୟ ଠାରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ,ମୋ ଭାରତ ଆଞ୍ଚଳିକ ନିର୍ଦ୍ଦେଶକ ଶିବାଜୀ ଖ୍ୟାତ, ମହାବିଦ୍ୟାଳୟର ଅଧ୍ୟକ୍ଷ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ,ଜାତୀୟ ସେବା ଯୋଜନାର ଯୁବ ଅଫିସର ଅଜିତ ଖୁସୱଆ,ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ସନ୍ଦିପ ରାଉତ, ଅଧ୍ୟାପକ ପଞ୍ଚାନନ ମଙ୍ଗରାଜ,ଅଧ୍ୟାପକ ଅଶୋକ କୁମାର ସୁବୁଦ୍ଧି,ଅଧ୍ୟାପିକା ହିମାଂଶୁ ବାଳା ସାସମଲ ପ୍ରମୁଖ ଯୋଗ ଦେଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଜିର ଦିବସର ଅନୁଚିନ୍ତା: ମେ ୨୩ ତାରିଖ ଇତିହାସ,ସଂସ୍କୃତି,ବିଜ୍ଞାନ ଚେତନାର ସମାହାର

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

masiha

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଜନ୍ମଦିନ ଅବସରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ

masiha

Leave a Comment

error: Content is protected !!