ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘ କଳାହାଣ୍ଡି ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା:୯/୫- ମ.ନି.ସ:-ଚଳିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ବ୍ଯାପକ ଦୁର୍ନୀତିର ନିରପେକ୍ଷ ତଦନ୍ତ କରି ଅପରାଧୀ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ନେଇ ହାଇସ୍କୁଲ ଶିକ୍ଷକ ଆଶାୟୀ  ସଂଘ ପକ୍ଷରୁ ଲାଲବାହାଦୁର ଷ୍ଟାଡିୟମ ଠାରୁ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ କୁ ଯାଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଦାବିପତ୍ରରେ ଉହ୍ଲେଖ ଥିବା ଦାବି ଗୁଡିକ ମଧ୍ୟରେ ଚଳିତ ବର୍ଷ ୨୦୨୨ ଚୁକ୍ତିଭିତିକ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅତ୍ଯାଧିକ ଅନିୟମିତତା ଏବଂ ଦୁର୍ନୀତି ହୋଇଥିବା ବିଷୟରେ ଦୃଷ୍ଟି ଗୋଚର ହୋଇଅଛି। ଡି.ଏସ.ଇ ଓଡିଶା ତରଫରୁ ଗତ ମାର୍ଚ୍ଚ ମାସରେ ହୋଇଥିବା ସି.ବି.ଟି ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ପ୍ରମାଣ ଦେଖିବାକୁ ମିଳିଥିଲା। ଏଥିରେ ପ୍ରଶ୍ନପତ୍ର ହ୍ଯାକ୍ ସହିତ ସେଣ୍ଟର ଫିକ୍ସିଂ ତଥା  ଟଙ୍କା କାରବାର ଆଦିରେ ଡି.ଏସ.ଇ କର୍ତ୍ତୃପକ୍ଷ ପ୍ରତ୍ଯକ୍ଷ ଭାବରେ ଜଡିତ ଥିବା ଅଭିଯୋଗ ଆସିଛି। ଯାହାଫଳରେ ବର୍ଷବର୍ଷ ଧରି କଠିନ ପରିଶ୍ରମ କରିଥିବା ମେଧାବୀ ଆଶାୟୀ ଶିକ୍ଷକ ଶିକ୍ଷୟୀତ୍ରୀ ପ୍ରାର୍ଥୀଙ୍କ ଭବିଷ୍ୟତ ଅନ୍ଧାରକାର ମୟ ହୋଇପଡିଛି। ସମାଜ ଗଠନର ମୂଳଦୁଆ କୁହାଯାଉଥିବା ଶିକ୍ଷା ବ୍ଯବସ୍ଥାରେ ଏହିଭଳି ଦୁର୍ନୀତି କୁ ଶିକ୍ଷକ ସଂଘ ବିରୋଧ କରିଛି। ତେଣୁ ଶିକ୍ଷକ ସଂଘ ଦାବି ଗୁଡିକୁ ଜିଲ୍ଲାପାଳ ପାଖରେ ଉପସ୍ଥାପନ କରିଛନ୍ତି ସେଗୁଡିକ ହେଲା ଚଳିତ ବର୍ଷ କଂଷ୍ଟ୍ରାକଚୁଆଲ ହାଇସ୍କୁଲ ଶିକ୍ଷକ (I.A.T) ରେ ହୋଇଥିବା ଦୁର୍ନୀତି ପାଇଁ ବହୁ ମେଧାବୀ ଛାତ୍ରଛାତ୍ରୀ ଚାକିରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ସତ୍ଯାସତ୍ଯ ଯାଞ୍ଚ ପାଇଁ ସିବିଆଇକୁ ହସ୍ତାନ୍ତର କରିବା ସହିତ ଉକ୍ତ ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା ପାଇଁ ଅନୁମତି ଦିଆଯାଉ। ଏହା ସହିତ ଯେଉଁ ଦଲାଲ ଓ ଛାତ୍ରଛାତ୍ରୀ ଏଥିରେ ସଂପୃକ୍ତି ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ। ମାନ୍ଯବର ହାଇକୋର୍ଟଙ୍କର ଏକ ସ୍ଵତନ୍ତ୍ର  ବେଂଚ କରାଯାଇ ଏହାର ସତ୍ଯତା ପରୀକ୍ଷା କରିବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ନ୍ଯାୟ ପ୍ରଦାନ କରାଯାଉ। ଏମ.ଟି.ପି.ଏଲ ଭାରତ ସରକାରଙ୍କ ଓଏନଜିସି ର କଳା ତାଲିକାରେ ଅନ୍ତର୍ଭୁକ୍ତ ରହିଛି ଏବଂ ପଞ୍ଜାବ ଓ ହରିୟାଣାର ନିଯୁକ୍ତି କାର୍ଯ୍ଯ କୁ ନିଷେଧ ହେବା ସତ୍ତ୍ୱେ ଓଡିଶା ସରକାରର ସିଏଚଟି/ ଆଇଏଟି ର ସି.ବି.ଡି ନିମନ୍ତେ ଦାୟିତ୍ୱ ଦେଇଥିଲେ। ତେଣୁ ଏହା ବିରୋଧରେ ଦୃଢ ଭାବରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ। ଏମଟିପିଏଲ ଏଜେନ୍ସି ଦ୍ଵାରା ସ୍ଥିର ହୋଇଥିବା ସି.ବି.ଟି ପରୀକ୍ଷା କେନ୍ଦ୍ର ଗୁଡିକ କୌଣସି ମାନକ ନିୟମକୁ ବଜାୟ ରଖିନଥିଲେ ଯାହା ଦ୍ବାରା ଛାତ୍ରଛାତ୍ରୀ ମାନେ ନିଜ ଇଛା ଅନୁଯାୟୀ ଯେକୌଣସି ବସିପାରିଲେ। ସେଥିପାଇଁ ସ୍ବଛତା ବଜାୟ ରହିପାରିଲା ନାହିଁ,ତେଣୁ ଏହା ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ କରାଯିବା ସହିତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ଯାଳୟ ଦ୍ବାରା ବିଜ୍ଞାପନ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର (ଏସି ଏବଂ ଏସି ଦେଭ୍, ସେକ୍ସନ) ମାଧ୍ଯମିକ ନିଯୁକ୍ତି ପାଇଁ ହେବାକୁ ଯାଉଥିବା ପରୀକ୍ଷାକୁ ସୁଗମ ଏବଂ ସ୍ବଚ୍ଛତା କରିବା ପାଇଁ ସଂଘ ପକ୍ଷରୁ ଦାବି ଜଣାଇଥିବା ଜଣାପଡିଛି।

କ୍ଷୀରୋଦ ମଙ୍ଗରାଜ ଙ୍କ ରିପୋର୍ଟ

 

 

Related posts

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବାଡ଼ି ଉପାଖ୍ୟାନ

Sunil Chandra Nayak

ଆମ ଆଦମୀ ପାର୍ଟି ପକ୍ଷରୁ ଅସହାୟ ରୋଗୀ ଙ୍କୁ ଔଷଧ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort