ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ ଆଦମୀ ପାର୍ଟି ପକ୍ଷରୁ ଅସହାୟ ରୋଗୀ ଙ୍କୁ ଔଷଧ ପ୍ରଦାନ

 ବ୍ୟୁର -:  ଆଜି ତା ୦୪.୦୯.୨୨ ରିଖରେ ଆମ ଆଦମୀ ପାର୍ଟି ବାରିପଦା ନଗର କାର୍ଯ୍ୟାଳୟରେ ବାରିପଦା ନଗର ସଭାପତି ସୁକୁମାର ରଞ୍ଜନ ପ୍ରଧାନ ଜଣେ ଅସହାୟ ରୋଗୀ ଶ୍ରୀମତୀ ଲକ୍ଷ୍ମୀ ମହାନ୍ତି ଯିଏକି ଜଣେ ଦିବ୍ୟଙ୍ଗ ମହିଳା (ବୟସ ୫୩) ବାରିପଦା ତାଙ୍କ ସ୍ବାମୀଙ୍କୁ ମାଗଣା ଔଷଧ ପ୍ରଦାନ କରି ତାଙ୍କର ରୋଗ ଯଥାଶୀଘ୍ର ଭଲ ହୋଇଯାଉ କାମନା କରିଛନ୍ତି। ଏଥିରେ ଆମ ଆଦମୀ ପାର୍ଟି ନଗର କମିଟି ର ଯୁବ କର୍ମୀ ଏସ. କେ. ବାବୁ ସହଯୋଗ କରିଥିଲେ। ଆମ ଆଦମୀ ପାର୍ଟି ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲ ଙ୍କ ସ୍ବପ୍ନ ସବୁ ଜନସାଧରାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ପାଇବାର ଅଧିକାର ରହିଛି।

Related posts

ତୁମୁରା ଗ୍ରାମର ଜଣେ ଯୁବକ ଙ୍କ ବିସଖାଇ ଆତ୍ମହତ୍ୟା 

Sunil Chandra Nayak

ରାସନ ଲାଗି କଡ଼ାକଡି ହେଲା ସରକାରୀ ନିୟମ

କୃଷି ଭିତ୍ତିକ ପର୍ବ ମା ଠାକୁରାଣୀ ଡୋକରି ବୁଡ଼ି ଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!