ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ମହିଳା ଉପଦେଷ୍ଟା ରୂପେ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ

ଢ଼େଙ୍କାନାଳ: ବିଜୁ ଜନତା ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର ବିଧାୟିକା ସୀମାରାଣୀ ନାୟକ ଙ୍କ ଉପରେ ଅତୁଟ ବିଶ୍ୱାସ ଓ ଆସ୍ଥା ପ୍ରକଟ କରି ରାଜ୍ୟ ମହିଳା ଉପଦେଷ୍ଟା ରୂପେ ଚୟନ କରିଛନ୍ତି। ଫଳ ରେ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମୀ ତଥା ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ମନରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି । ତତ୍ ସହ ଦଳ ତରଫରୁ ନବୀନ ବାବୁ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରାଯାଉଛି। ଏହି  ପରିପ୍ରେକ୍ଷୀ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ , ବ୍ଲକ୍ ବିଜେଡି ସଭାପତି ବରୁଣ ସର ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ମାନ ଜଣେଇବା ସହ ସୀମା ରାଣୀ ନାୟକ ଙ୍କୁ ଶୁଭେଛା ଜଣାଇଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍।

Related posts

ଯୁବ ହଷ୍ଟେଲସ ପକ୍ଷରୁ ବିଶ୍ବ ବ୍ୟାଘ୍ର ଦିବସ ପାଳିତ

Sunil Chandra Nayak

ଜିଲ୍ଲା ଯୁବ ଯାଦବ ମହାସଭା କଳାହାଣ୍ଡିର ପ୍ରସ୍ତୁତି ବୈଠକ

Sunil Chandra Nayak

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗେଇ ଦେଲେ ଚାନ୍ଦବାଲି ବିକାଶ ପରିଷଦ

Sunil Chandra Nayak

Leave a Comment

error: Content is protected !!