ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ହୋମିଓପ୍ୟାଥିକ ଦିବସ ପାଳନ 

ବିଶ୍ଵ ହୋମିଓପ୍ୟାଥିକ ଦିବସ ପାଳନ 

ଡାବୁଗାଁ, ୧୦/୪ (ମ.ନି.ସ.)- ନଵରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ଅଧୀନ ବଡଗୁମୁଡା ଗ୍ରାମରେ ଥିବା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ଠାରେ ବିଶ୍ଵ ହୋମିଓପ୍ୟାଥିକ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି | ଚିକିତ୍ସାଳୟ ର ଚିକିତ୍ସାଧିକାରୀ ଡା. ସୁଜ୍ଞାନୀ ମଞ୍ଜରୀ ଦେବୀ ପ୍ରଥମେ ହୋମିଓପ୍ୟାଥିକ ଜନକ ଡା. ସାମୁଏଲ ହାହେନମନ ଙ୍କ ଫଟୋଚିତ୍ରରେ ପୁଷ୍ପମଲ୍ୟା ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଏଥିରେ ଉପସ୍ଥିତ ଜନସାଧାରଣଙ୍କୁ ନିରାପଦ ଓ ସାମଗ୍ରିକ ଚିକିତ୍ସା ପଦ୍ଧତି ଉପରେ ଅବଗତ କରଯାଇଥିଲା | ଏଥିରେ ମହିଳା, ବୃଦ୍ଧା, ବୃଦ୍ଧ ଓ ଶିଶୁ ଙ୍କୁ ନେଇ ମୋଟ ୫୦ ଜଣ ରୋଗୀ ଙ୍କୁ ଚିକତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା | ଏଥିରେ ଚିକିତ୍ସାଳୟର କର୍ମଚାରୀ ଓ ଆଶା କର୍ମୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦୁବ୍ୟ।ଙ୍ଗ ଛାତ୍ର ଛାତ୍ରୀ ଙ୍କୁ ଉପକରଣ ବଣ୍ଟନଓ ପରୀକ୍ଷଣ କ୍ୟାମ୍ପ

Sunil Chandra Nayak

ପ୍ରବାସୀ ଭାରତୀୟ ଦିବସ-୨୦୨୫ ରେ ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଳା ସ୍ତରରେ ପ୍ରଥମ ଛାତ୍ରୀ ଏସ୍ ହାରିକା ,ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଲା ସ୍ତରରେ ଦ୍ଵିତୀୟ ଛାତ୍ରୀ ପରମେଶ୍ୱରୀ 

masiha

ଜଗତସିଂହପୁର : ରଘୁନାଥପୁରର ପ୍ରସିଦ୍ଧ ‌ମାଘିମେଳା ଉଦଘାଟନ ହୋଇଯାଇଛି 

masiha

Leave a Comment

error: Content is protected !!