ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ 

ରାଉରକେଲା: ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ଜଗଦା ସ୍ଥିତ ମାନବ ସେବା ଆଶ୍ରମ ରେ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ସହିତ ଲିନା ତ୍ରିପାଠୀ, ଗରିମା ପତ୍ରୀ, ଅପୂର୍ବ ପାଣ୍ଡେ , ବିଜୟ ସୁନ୍ଦରାୟ, ଶୁଭଶ୍ରୀ ସ୍ୱାଇଁ, ଶୁଭଲକ୍ଷ୍ମୀ ପାତ୍ର, ରଶ୍ମିତା ମଲ୍ଲିକ , ଶାନ୍ତିଲତା ବେହେରା, ଦେବି ବାଳା ମହାନ୍ତି, ଅନୁପମା ଆଚାର୍ଯ୍ୟ, ନିରୁପମା ନାୟକ,ରିନା ରାଣୀ ସାହୁ, ତାରା କୃଷ୍ଣମୂର୍ତ୍ତି, ମହେଶ ପାଣିଗ୍ରାହୀ, ଶଶିଲତା ହୋତା ,ଶର୍ମିଲା ଦୀପ, ଗୌରୀ କୁମ୍ଭାର ,କେ ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। 

 ଆଶ୍ରମର ଅନ୍ତେବାସୀ ମାନଙ୍କ ସହିତ ପଣା ବଣ୍ଟନ କରିବା ସହ ଅନ୍ତେବାସୀଙ୍କୁ ସକାଳ ର ଜଳଖିଆ ଏବଂ କିଛି ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ସେହିପରି ସାରନା ଛକ ଠାରେ ମଧ୍ୟ ପଣା ବଣ୍ଟନ କରାଯାଇଥିଲା । ହ୍ୟୁମାନିଟି ଫାଉଣ୍ଡେସନ ଆଗାମୀ ଦିନରେ ଏପରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଅଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମସ୍କାଗୁଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି

Sunil Chandra Nayak

କେନ୍ଦୁପତ୍ର କର୍ମଚାରୀ ସଂଘ ର ବୈଠକ

Sunil Chandra Nayak

କୋଡିଙ୍ଗମାଳୀ ଖଣି ଖନନକାରି କମ୍ପାନୀ ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ 

masiha

Leave a Comment

error: Content is protected !!