ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ଉନ୍ନୟନ ମୂଳକ କାର୍ଯ୍ୟ ତଧାରଖ କରୁଛନ୍ତି ବିଧାୟକ ପବିତ୍ର 

ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ଉନ୍ନୟନ ମୂଳକ କାର୍ଯ୍ୟ ତଧାରଖ କରୁଛନ୍ତି ବିଧାୟକ ପବିତ୍ର 

ବନ୍ଧୁଗାଁ ତା, ୨୨/୪/୨୬,ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତ ଅନ୍ତର୍ଗତ ଗୋଜାବାଡ଼ି ଠାରେ ଚାଲିଥିବା ଏମ ଆଇ ବିଭାଗ ଦ୍ୱାରା ନିର୍ମାଣଧୀନ ଚେକ ଡ୍ୟାମର ନିମ୍ନ୍ନମାନର କାମକୁ ନେଇ ଲଷ୍ମୀଡର ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା କାର୍ଯ୍ୟ ହେଉଥିବା ସ୍ଥାନକୁ ଗସ୍ତ କରି କାମ ଦେଖି ଏମ ଆଇ ବିଭାଗର ଅଧିକାରୀ ଏବଂ ଠିକାଦାରଙ୍କୁ ଉନ୍ମତ ମାନର କାମକରୀ ଚାଷୀ ମାନଙ୍କୁ ଶୀଘ୍ର ଜଳସଚେତନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ I ଏଥିସହ ଲଷ୍ମୀପୁର ବ୍ଲକର ପିପଳପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରୀ ଗ୍ରାମରେ ମା ବାପା ନଥିବା ୩ ଅନାଥ ଛୁଆଙ୍କ ଖବର ପାଇ ସେହି ବାଘମରି ଗାଁର ୩ ଅନାଥ ପିଲାଙ୍କ ଘରେ ପହଁଞ୍ଚି ସେମାନଙ୍କ ପାଇଁ କିଛି ଖାଇବା ସାମଗ୍ରୀ ଓ ଆର୍ଥିକ ସହାୟତା କରିବା ସହ ୩ ଛୁଆଙ୍କୁ ଥଇଥାନ ପାଇଁ ଜିଲ୍ଲା ପ୍ରସାସନ ସାଥିରେ ଆଲୋଚନା କରିଥିଲେ I ଏବଂ ନାରାୟଣ ପାଟଣା ବ୍ଲକର ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ ରତାମାଟି ଗ୍ରାମରେ ହୋଇଥିବା ଭଲିବଲ ଟୁର୍ଣ୍ଣାମେଣ୍ଟ ର ଶେଷ ଦିନରେ ଆୟୋଜନ ହୋଇଥିବା ସ୍ଥାନରେ ପହଁଞ୍ଚି ଶେଷ ଦୁଇ ଦଳର ଖେଳକୁ ଦେଖି ଆନନ୍ଦ ନେବା ସହ ବିଜୟ ଓ ପରାଜୟ ଦୁଇ ଦଳକୁ ଟ୍ରଫି ସହ ପଇସା ପୁରସ୍କାର ପ୍ରଦାନ କରିଥିଲେ I ଏହିପରି ଭାବରେ ଲୋକଙ୍କ ସେବାରେ ଓ ଦୁଃଖ ସୁଖରେ ଗାଁ ଗାଁ କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ଗାଁ ଗହଳି ମାନଙ୍କରେ ଚାଲିଥିବା ଅନେକ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ମଧ୍ୟ ତଦାରଖ କରୁଥିବାରୁ ନିଜ ଦଳୀୟ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇବା ସହ ସାଧୁବାଦ କରୁଥିବାର ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରିଷିଡାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

masiha

ଜୁନାଗଡ଼ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ

masiha

ସେରୁବନ୍ଧ ଖଣି ଖନନ ପାଇଁ ଆସିଥ‌ିବା ଅଧୂକାରୀଙ୍କୁ ବିରୋଧ

Sunil Chandra Nayak

Leave a Comment

error: Content is protected !!