ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂମିକମ୍ପର ଝଟକାରେ ଥରିଲା କଳାହାଣ୍ଡି  ରିକ୍ଟର ସ୍କେଲରେ ତୀବ୍ରତା ୪.୧

ଭୂମିକମ୍ପର ଝଟକାରେ ଥରିଲା କଳାହାଣ୍ଡି

 ରିକ୍ଟର ସ୍କେଲରେ ତୀବ୍ରତା ୪.୧

ଭୂମିକମ୍ପର ଝଟକାରେ ଥରିଲା କଳାହାଣ୍ଡି। ଆଜି ସନ୍ଧ୍ୟା ୭ ୪୨ ମିନିଟ ରେଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୧ ଥିଲା ବୋଲି ସୁଚନା ମିଳିଛି।। ତେବେ ଭୂମିକମ୍ପ ପରେ ଭୟଭୀତ ହୋଇ ଧର୍ମଗଡ଼, ଜୁନାଗଡ, ଥୁଆମୁଲ ରାମପୁର ଓ ଜିଲ୍ଳାର ବିଭିନ୍ନ ସହର ତଥା ଗ୍ରାମାଞ୍ଚଳ ର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ ।ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୧ ଥିଲା । 

ମିଳିଥିବା ସୂଚନା ଅନୁସାରେ ସକାଳ ୧୦ଟା ୧୦ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

ତେବେ ଭୂମିକମ୍ପରେ କୌଣସି କ୍ଷୟ କ୍ଷତି ହୋଇଥିବାର ସୁଚନା ହସ୍ତଗତ ହୋଇନାହିଁ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରକଳ୍ପ ଉଦଘାଟିତ

masiha

ସମସ୍ୟା ଘେରରେ ଅଲେଖ ମହିମା ମଠ

Sunil Chandra Nayak

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୁକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!