ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବହୁଜନ ସମାଜ ପାର୍ଟି କଳାହାଣ୍ଡି ପକ୍ଷ ରୁ ବ୍ଲକ କମିଟି ଗଠନ

ବହୁଜନ ସମାଜ ପାର୍ଟି କଳାହାଣ୍ଡି ପକ୍ଷ ରୁ ବ୍ଲକ କମିଟି ଗଠନ

       ଜୁନାଗଡ଼,୫/୫(ମନୀସ) କେସିଙ୍ଗା ବ୍ଲକ ଉତ୍କେଲା ଆମ୍ବେଦକର ଭବନ ଠାରେ ବହୁଜନ ସମାଜ ପାର୍ଟି କଳାହାଣ୍ଡି ତରଫରୁ କେସିଙ୍ଗା ବ୍ଲକ ସ୍ତରୀୟ କମିଟି ଗଠନ କରାଜାଇଛି। କମିଟି ଗଠନ କାର୍ଯକ୍ରମ ରେ ମୁଖ୍ୟ ଅତିଥି ରାୟଗଡ଼ା ଜୋନ ସଂଯୋଜକ ଧିମାନ ଦେବୀ ଚାରଣ ଭାଟି, ମୁଖ୍ୟ ବକ୍ତା ରାୟଗଡ଼ା ଜୋନ ସଂଯୋଜକ ଧିମାନ୍ ଯୋଗେଶ୍ୱର ସାଗର, ସମ୍ମାନିତ ଅତିଥି ବରିଷ୍ଠ କର୍ମକର୍ତ୍ତା ଧିମାନ ଖଗେଶ୍ବର ନାଗ, ସମ୍ମାନିତ ଅତିଥି ବରିଷ୍ଠ କର୍ମକର୍ତ୍ତା ଧିମାନ କେଳି କୁମାର ବାଗ, ସମ୍ମାନିତ ଅତିଥି ବହୁଜନ ବିଚାରକ ଧିମାନ୍ ମୁସ୍ତାକ ଖାନ କାର୍ଯକ୍ରମ ର ସଭାପତି ଭାବେ ଜିଲ୍ଲା ସଭାପତି ଧିମାନ ସୋମନାଥ ନାଏକ ଆଦି ମଞ୍ଚାଶିନ ଥିଲେ। ସଭା କୁ ପରିଚାଳନା କରିଥିଲେ ଜିଲ୍ଲା ସମ୍ପାଦକ ଧିମାନ୍ ତେଜ ରାଜ ବେହେରା। ନୂତନ ଭାବେ ବ୍ଲକ ର ଦାଇତ୍ୱ ନେଇଛନ୍ତି ବ୍ଲକ ସଭାପତି ସନ୍ତୋଷ ମଙ୍ଗରାଜ, ଉପସଭାପତି ଯୁଧିଷ୍ଟିର ଭଗତ, ଉପସଭାପତି ଧନମାଳି ବିଭାର,ଉପସଭାପତି ରାଜୀବ ନାଗ,ଉପସଭାପତି ଭୀମସେନ ନାଏକ, ଉପସଭାପତି ବିଷ୍ଣୁ ମଙ୍ଗରାଜ,ସାଧାରଣ ସମ୍ପାଦକ ବିକ୍ରମ ହରପାଲ୍, ସମ୍ପାଦକ ସମ୍ପତି ବେହେରା, ସମ୍ପାଦକ ପୁରୁଷୋତ୍ତମ ବାଗ,ସମ୍ପାଦକ ଶଙ୍କର କରୂଆଁ, ସମ୍ପାଦକ ଟୁକୁ ହରପାଲା,ସମ୍ପାଦକ ଦିନେଶ ହିଆଲ, କୋଷାଧ୍ୟକ୍ଷ ଧର୍ମେନ୍ଦ୍ର ତାଣ୍ଡି। ଏହି ଶୁଭ ମୁହୂର୍ତ୍ତରେ ମୁସ୍ତାକ ଖାନ ସାର୍ ପାର୍ଟି ର ସଦସ୍ୟତା ଗ୍ରହଣ କରିବା ସାଙ୍ଗେ ଜିଲ୍ଲା ସମ୍ଫାଦକ ଭାବେ ଦାଇତ୍ୱ ନେଇଛନ୍ତି ଏବଂ ଏହି ପରିପେଖିରେ ଅନେକ ବହୁଜନ ବିଚାରକ ମାନେ ସଦସ୍ୟତା ଗ୍ରହଣ କରିଛନ୍ତି। ଶେଷରେ ପୂର୍ବତନ ଜିଲ୍ଲା ସଭାପତି ଜଳନ୍ଧର ବେହେରା ସମସ୍ତଙ୍କୁ ସାଧୁବାଦ୍ ଦେଇ ସଭା ସାଙ୍ଗ କଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆସିକାରେ ବିଧାୟକଙ୍କ ‘ଚା ଖଟି’: ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା

Sunil Chandra Nayak

ୟଙ୍ଗ ଇଣ୍ଡିଆକେ ବୋଲ ର କାର୍ଯ୍ୟକ୍ରମ ବିବରଣୀ

Sunil Chandra Nayak

କେସିଆଡି ନବନିର୍ବାଚିତ ବିଧାୟକ ଭଦ୍ର ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା 

Leave a Comment

error: Content is protected !!