ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକୁଳା ପଡିଛି ଖୋଲା ଡ୍ରେନ ବିପଦ ପୁର୍ଣ ଆଶଙ୍କା ରେ ମଢିସାହି ବାସିନ୍ଦା 

ମୁକୁଳା ପଡିଛି ଖୋଲା ଡ୍ରେନ ବିପଦ ପୁର୍ଣ ଆଶଙ୍କା ରେ ମଢିସାହି ବାସିନ୍ଦା 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୨ ନମ୍ବର ୱାର୍ଡ ରେ ଦେଖିବାକୁ ମିଳୁଛି ଏକ ଦୁର୍ଭାଗ୍ୟ ଜନକ ପରିସ୍ଥିତି l ସାହି ଭିତର ମୁଖ୍ୟ ରାସ୍ତା ଯାହାକି ବଜାର କୁ ସଂଯୋଗ କରୁଛି ସହ ସହ ଲୋକ ଏହି ରାସ୍ତାରେ ଯିବା ଆସିବା କରନ୍ତି l ଅନେକ ସମୟରେ ଦେଖିବାକୁ ମିଳୁଛି ମୁକୁଳା ପଡ଼ିଥିବା ଖୋଲା ଡ୍ରେନ ରେ ଗାଈ, ଗୋରୁ ଠୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଖୋଲା ଡ୍ରେନ ରେ ପଡି ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏଠି କହିବାକୁ ଗଲେ ଠିକାଦାର ଡ୍ରେନ ଉପରେ ସ୍ଲାପ ନପକାଇ ଠିକାଦାର ମାଲାମାଲ ସାଧାରଣ ଜନତା ବେହାଲ l ବିଭାଗୀୟ କର୍ତ୍ତୃପକ୍ଷ ଏପରି ଦୁର୍ନୀତି କୁ କିପରି ପ୍ରଶୟ ଦେଉଛନ୍ତି ଓ କିପରି ତାଙ୍କର ଦୃଷ୍ଟି ଗୋଚର ହେଉନାହିଁ ଏହା ବଡ଼ ଦୁର୍ଭାଗ୍ୟ ଜନକ କଥା l ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କିପରି ତଦନ୍ତ ହେଉଛି ଓ ଲଗାମ ଛଡା ଠିକାଦାର ଙ୍କୁ ବିଭାଗୀୟ ଯନ୍ତ୍ରୀ କେବେ ଲଗାମ ଲଗାଉଛନ୍ତି ତାହା ସାଧାରଣ ଜନତା ଚାହିଁ ରହିଛନ୍ତି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

masiha

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

masiha

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

Sunil Chandra Nayak

Leave a Comment

error: Content is protected !!