ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଷାଗୁମୁଡା ବ୍ଳକର ଜୟ କିଶାନ ଫିଲିପିସ ମେମୋରିଆଲ ହାୟର ସେକେଣ୍ଡାରୀ ସ୍କୁଲର ସଫଳତା

କୋଷାଗୁମୁଡା ବ୍ଳକର ଜୟ କିଶାନ ଫିଲିପିସ ମେମୋରିଆଲ ହାୟର ସେକେଣ୍ଡାରୀ ସ୍କୁଲର ସଫଳତା 

ନବରଙ୍ଗପୁର:(୨୧|୫)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦରମହକୁମା ମିର୍ଗାନ ସାହିରେ ଅବସ୍ଥିତ ଜୟ କିଶନ ଫିଲିପିସ ମେମୋରିଆଲ ହାୟର ସେକେଣ୍ଡାରୀ ସ୍କୁଲରେ ଚଳିତ ବର୍ଷ ଯୁକ୍ତ ଦୁଇ କଳା ରେ ମୋଟ ୧୦୭ ଜଣ ପରୀକ୍ଷା ଦେଇଥିଲେ l ସେଥି ମଧ୍ୟରୁ ଉକ୍ତ ଜେ କେ ପି ଏମ୍ ହାୟର ସକେଣ୍ଡାରୀ ସ୍କୁଲ ର ଛାତ୍ରୀ ଦେବକୀ ଜାନୀ ମୋଟ ପୂର୍ଣ୍ଣ ସଂଖ୍ୟା ୬୦୦ ମାର୍କରୁ ୪୨୭ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଦେବକୀ ଜ।ନୀଙ୍କ ସହ ଅନ୍ୟ ଛାତ୍ରଛାତ୍ରୀ ମୋଟ୧୫ଜଣ ପ୍ରଥମ ସ୍ଥାନ, ୫୦ଜଣ ଦ୍ୱିତୀୟ ସ୍ଥାନ ଓ ୩୫ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଚଳିତ ବର୍ଷ ବାର୍ଷିକ ପରୀକ୍ଷାରେ ସଫଳତା ପାଇଁ ଉକ୍ତ ସ୍କୁଲର ସମସ୍ତ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇବା ସହିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

masiha

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ରବୀନ୍ଦ୍ର ନାଥ ଟେଗୋରଙ୍କ ୧୬୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ସଙ୍ଗୀତ ସମାରୋହ ପାଇଁ ସାମ୍ବାଦିକ ସମ୍ମିଳନୀ

Leave a Comment

error: Content is protected !!