ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପ୍ରାଣ ବ୍ୟକ୍ତିତ୍ୱ ମଧୁସୂଦନ ବେହେରାଙ୍କ ବିୟୋଗ 

ଧର୍ମପ୍ରାଣ ବ୍ୟକ୍ତିତ୍ୱ ମଧୁସୂଦନ ବେହେରାଙ୍କ ବିୟୋଗ 

କଟକ : ୪୨ ମୋୖଜ଼ା ବଉଳକୁଦ ଗ୍ରାମର ମଧୁସୂଦନ ବେହେରା(୭୭)ଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ  ହୃଦଘାତରେ ପରଲୋକ ହୋଇଛି | ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ |  ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜଣେ ପରମ ଭକ୍ତ ଓ ସଙ୍ଗୀତ ପ୍ରେମୀ ଥିଲେ |  ଗ୍ରାମର ଜଣେ ବରିଷ୍ଟ ମୂରବୀ ଥିଲେ । ତାଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ସାବିତ୍ରୀ ବେହେରା,ଝିଅ ସନ୍ଧ୍ୟାରାଣୀ ବେହେରା, ଜ୍ୱାଇଁ ସୁକାନ୍ତ ବେହେରା,ନାତି,ନାତୁଣୀ ବନ୍ଧୁ ପରିବାରବର୍ଗ ଉପସ୍ଥିତ ଥିଲେ |   ଗ୍ରାମବାସୀ,ଗୁରୁଭାଇ ଓ ପ୍ରିୟ ପରିଜନଙ୍କ ସହଯୋଗ ରେ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା | ପୁତ୍ର ନିରଞ୍ଜନ ବେହେରା ମୁଖାଗ୍ନୀ ଦେଇଥିଲେ |

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଓଡିଶା ଆଦର୍ଶ ବିଦ୍ୟାଳୟ ଟିମନପୁର ଠାରେ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୬ ପାଳିତ 

Sunil Chandra Nayak

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅଶୋକ ବଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି.

Sunil Chandra Nayak

ରାୟଗଡ଼ ରେ ଘର ଘର ତ୍ରିରଙ୍ଗା, ଘର ଘର ସ୍ଵଚ୍ଛତା ଯାତ୍ରା 

Sunil Chandra Nayak

Leave a Comment

error: Content is protected !!