ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବସ୍ତାରେ ଆମ ଆଦିମ୍ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବସ୍ତାରେ ଆମ ଆଦିମ୍ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ବରଜିଲ୍ଲା ବସ୍ତା ବ୍ଳକ ବାହାର୍ଦ୍ଦା ଡାକବଙ୍ଗଳା ପରିସରରେ ବସ୍ତା ଆମ ଆଦିମ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।ଆମ ଆଦିମ୍ ପାଟିର ଜିଲ୍ଲା ସହ ପ୍ରଭାରୀ ପ୍ରବିଣ କାବ୍ଯ.ଜିଲ୍ଲା ସଭାପତି କୁମାର ସ୍ବର୍ଣ୍ଣଭାରତ ମଲ୍ଲୀକ୍ ଓଡିଶା ସଂଙ୍ଗଠନ ର ସହ ସମ୍ପାଦକ ଶ୍ରୀକାନ୍ତ ପାଣି ବସ୍ତା ନିର୍ବାଚନ ମଣ୍ତଳୀର ସଭାପତି ସରୋଜ ରାଉଳ ମୂଖ୍ଯ କାର୍ଯ୍ଯବାହି ସଦସ୍ଯ ଅମିୟ ମାହାନ୍ତି ଯୋଗଦେଇ ସ୍ବାସ୍ଥ୍ଯ ଶିକ୍ଷା ଗମନା ଗମନ ପାନିୟଜଳ ସମସ୍ଯା ବେ ରୋଜଗାରକୁ ସ୍ଥାୟୀ ନିଯୁକ୍ତି ଦେବା ଲକ୍ଷନେଇ କେଜିରିୱାଲ ଆଦର୍ଶରେ ଅନୁପ୍ରାଣିତ ହୋଇ ବସ୍ତା ନିର୍ବାଚନ ମଣ୍ତଳୀରୁ ଆରମ୍ଭ କରି ପ୍ରତ୍ଯେକ ଗାଁ ସାହିରେ ଲୋକମାନଙ୍କୁ ଅବଗତ କରି ପଞ୍ଚାୟତ ଓ ଏନଏସି ଦକ୍ଷଲକରିବା ସହିତ ବାଲେଶ୍ବରଜିଲ୍ଲାରେ ପ୍ରତ୍ଯେକ ପଞ୍ଚାୟତରେ ଅଭିଜାନ ଆରମ୍ଭ ହେଲା ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ।ଏହି ସମ୍ମିଳନୀରେ ଆମ ଆଦିମ ପାଟିର ବହୁ କର୍ମୀ ଯୋଗ ଦେଇଥିଲେ ।

ବିଜୟ କୁମାରଭୂୟାଁଙ୍କ ରିପୋଟ

Related posts

ଦଶପୁର ମଣ୍ଡଳ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନି ବୈଠକ

Sunil Chandra Nayak

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ/ସର୍କିଟ ବେଞ୍ଚ ଦାବି ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିଲେ ଡ଼ଃ ସସ୍ମିତ ପାତ୍ର

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬

Leave a Comment

error: Content is protected !!