ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମା ଅରବିନ୍ଦ ଆଶ୍ରମର ପ୍ରମୁଖ ପରିଚାଳିକାଙ୍କ ସ୍ୱର୍ଗବାସ

ଶ୍ରୀମା ଅରବିନ୍ଦ ଆଶ୍ରମର ପ୍ରମୁଖ ପରିଚାଳିକାଙ୍କ ସ୍ୱର୍ଗବାସ 

ନବରଙ୍ଗପୁର:(୨୩|୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଶ୍ରୀମାଆ ଅରବିନ୍ଦ ଆଶ୍ରମର ପ୍ରମୁଖ ପରିଚାଳିକା ସୁଜାତା ପଟ୍ଟନାୟକଙ୍କ ଅକାଳ ବିୟୋଗ ଘଟିଛି। ମଙ୍ଗଳବାର ପ୍ରାତଃ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶ୍ରୀମାଙ୍କ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଶେଷ ଦର୍ଶନ କରିବା ପାଇଁ ଭିଡ଼ ଜମାଇ ଥିଲେ। ତାଙ୍କ ମର ଶରୀର ନିକଟରେ ଶ୍ରଦ୍ଧାଳୁ ମାନେ ଦୀର୍ଘ ୮ ଘଣ୍ଟା ଧରି ନାମ ଜପ କରିଥିଲେ। ପରେ ଅପରାହ୍ନ ୪ ଘଣ୍ଟାରେ ଇନ୍ଦ୍ରାବତୀ ଶ୍ମଶାନ ଘାଟରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ?

ରାଜପୁର ଗ୍ରାମରେ ଦୋଳ ପୂର୍ଣ୍ଣିମା ଅବସରରେ ବିଶାଳ କଳସ ଶୋଭାଯାତ୍ରା 

masiha

ପ୍ରବାଦ ପୁରୁଷ ବିଜୁ ବାବୁ ଯୁଗ ଯୁଗ ପାଇଁ ମନେ ରହିବେ

Sunil Chandra Nayak

Leave a Comment

error: Content is protected !!