ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବୋଲ୍ଲାରମ ଶ୍ରୀଜଗନ୍ନାଥ ମନ୍ଦିର ହାଇଦ୍ରାବାଦ ଠାରେ ଧୁମ ଧାମରେ ଦେବ ସ୍ନାନ ପୁର୍ଣିମା ପାଳନ 

ବୋଲ୍ଲାରମ ଶ୍ରୀଜଗନ୍ନାଥ ମନ୍ଦିର ହାଇଦ୍ରାବାଦ ଠାରେ ଧୁମ ଧାମରେ ଦେବ ସ୍ନାନ ପୁର୍ଣିମା ପାଳନ 

ପବିତ୍ର ଦେବସ୍ନାନ ପୁର୍ଣିମା ରେ ହାଇଦ୍ରାବାଦ ସ୍ଥିତ ବୋଲ୍ଲାରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ରେ ଧୁମ ଧାମ ରେ ଶ୍ରୀଜୀଉ ଙ୍କ ସ୍ନାନ ପୁର୍ଣିମା ପାଳନ ହୋଇ ଯାଇଛି, ମହାପ୍ରଭୁଙ୍କ ସ୍ନାନ କରିବା ପୂର୍ବରୁ ଵିଧି ବଧ ଭାବେ ପ୍ରଭୁ ବଳଭଦ୍ର ଭଉଣୀ ସୁଭଦ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପହଣ୍ଡି କରାଯାଇ ସ୍ନାନ ବେଦୀ କୁ ସଦସ୍ୟ, ସଦସ୍ୟା ଓ ଜଗନ୍ନାଥ ପ୍ରେମୀ ମାନଙ୍କ ଦ୍ୱାରା ଅଣାଯାଇଥିଲା,ମନ୍ତ୍ର ପାଠ କରାଯାଇ 108 ବାଲଟି ପାଣିରେ ଶ୍ରୀଜୀଉ ମାନଙ୍କୁ ସ୍ନାନ କରାଯାଇ ଥିଲା, ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପ୍ରମୁଖ ରବୀନ୍ଦ୍ର ରେଡି ସଭାପତି ଡ଼ ଵି ଭି ପୁରୋହିତ ସମ୍ପାଦକ ରବୀନ୍ଦ୍ରନାଥ ଗିରି ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପରିଚାଳନା କରାଯାଇଛି, ଏହି ଉତ୍ସବ ରେ କାର୍ଯ୍ୟକାରୀ ସଦସ୍ୟ ଶରତ କୁମାର ସାହୁ ନରୋତ୍ତମ ବିଶ୍ୱାଳ ପିତାମ୍ବର ବଡତୀୟା, ବାଳକୃଷ୍ଣ ଦାସ ନିଶିକାନ୍ତ ମହାନ୍ତି ରାଜ କିଶୋର ମହାନ୍ତି ଚନ୍ଦନ ବିଶ୍ୱାଳ କାଙ୍ଗାଳି ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ, ସ୍ଥାନୀୟ ବାସିନ୍ଦା ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ମହାପ୍ରଭୁ ଙ୍କ ଦେବ ସ୍ନାନ ପୂର୍ଣ୍ଣିମା ଉତ୍ସବ ଉପଭୋଗ କରି ଥିଲେ , ଜୟ ଜଗନ୍ନାଥ

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ମା ବ୍ରାହ୍ମଣୀଦେବୀ

ମହାପ୍ରଭୁ ବରାହ ଅବତାରରେ ଦର୍ଶନ ଦେଲେ

Sunil Chandra Nayak

ଶନିଶ୍ଚର ଦେବଙ୍କ ୫ମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୂତି

Sunil Chandra Nayak

Leave a Comment

error: Content is protected !!