ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ପିତୃ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

ସାମ୍ବାଦିକଙ୍କ ପିତୃ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

ରାଉରକେଲା, ୨୭/୭: ରାଉରକେଲା ସଚେତନ ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ତଥା ବରିଷ୍ଟ ସାମ୍ବାଦିକ ମନୋରଞ୍ଜନ ଦାଶଙ୍କ ପିତା ଡ. ବଂଶୀଧର ଦାଶ (୮୨) ଙ୍କ ଗତ ଶନିବାର ଅପରାହ୍ନରେ ପରଲୋକ ଘଟିଛି। ସେ ଜଣେ ଅମାୟିକ ବ୍ୟକ୍ତିତ୍ୱ ତଥା ଜଣେ ସ।ହିତ୍ୟିକ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗରେ ରାଉରକେଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ମଞ୍ଚର ସଭାପତି ଇଂ ଅଭୟ କୁମାର ଦାସ, ସ।ଧାରଣ ସମ୍ପାଦକ ପି.ପି.ରାୟ, ଜଗବନ୍ଧୁ ଜେନା, ଚିତ୍ତରଞ୍ଜନ ଦାସ, ଜଟାଧାରୀ ମାଝୀ, କୁଞ୍ଜବିହାରୀ ରାଉତ, ଶଶଧର ପାତ୍ର, ରମେଶ ଚନ୍ଦ୍ର ସେଠୀ, ସୁବ୍ରତ କୁମାର ମଲ୍ଲିକ, ଜଗନ୍ନାଥ ରାଉତ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବିଜୟ ବରାଳ, ରାଜକିଶୋର ମିଶ୍ର, ସସ୍ମିତା ପ୍ରଧାନ, ଶୈଳେନ୍ଦ୍ର କୁମାର ମହାନ୍ତି ସମେତ ମଞ୍ଚର ବହୁ ସଦସ୍ୟ ଡ.ବଂଶୀଧର ଦାଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବଂଶଧାରା ନଦୀରେ ଛଡ଼ାଗଲା 7.5 ଲକ୍ଷ ମାଛ ଯାଆଁଳା 

masiha

ଧାନ ବୋଝେଇ ଟ୍ର।କଟର ଗାଡି ଓଲଟିଲା ,ଚାଳକ ମୃତ୍ୟୁ

Leave a Comment

error: Content is protected !!