ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଯ୍ୟଟନ ସଚିବ ଙ୍କୁ ଦାବି ପତ୍ର .

ପର୍ଯ୍ୟଟନ ସଚିବ ଙ୍କୁ ଦାବି ପତ୍ର .

ମ.ରାମପୁର, ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ସଚିବ ବଳବିନ୍ଦର ସିଂହ ଙ୍କ ଶନିବାର କଳାହାଣ୍ଡି ଗ୍ରସ୍ତ ଅବସର ରେ ମ. ରାମପୁର ବିଜେପି ମ.ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା ଙ୍କ ସମନ୍ୟୁୟ ରେ ଏକ ପ୍ରତିନିଧି ମଣ୍ଡଳ ଭବାନୀପାଟଣା ଜ଼ିଲାପାଳ ଙ୍କ କାର୍ଯ୍ୟାଳୟ ଜାଇ ସାକ୍ଷାତ ଆଲୋଚନା କରିଥିଲେ ଅଞ୍ଚଳ ପର୍ଯ୍ୟଟନ ପ୍ରକଳ୍ପ ଭାବେ ବିଭିନ୍ନ ଯୋଜନା ଗ୍ରହଣ ସକାଶେ. ଏ ନେଇ ମ. ରାମପୁର ସହର ସ୍ଥିତ ୬୨ ଏକର ପରିମିତ ହରିହର ସାଗର ଉର୍ନତିକରଣ, ସୌନ୍ଦର୍ଯ୍ୟକରଣ, ମୋହନଗିରି ଐତିହାସିକ ଶିବ ମନ୍ଦିର ସୌନ୍ଦର୍ଯ୍ୟକରଣ, ମନ୍ଦିର ସଂଲଗ୍ନ କାଲିଗଙ୍ଗା ନଦୀ ତଟ ସୌନ୍ଦର୍ଯ୍ୟ କାର୍ଯ୍ୟ, ଉରଲା ଦାନି ଗ୍ରାମପଞ୍ଚାୟତ ର ସାକୁଶ ସ୍ଥିତ ନାଟରାଜ ଶିବ ମନ୍ଦିର ସୌନ୍ଦର୍ଯ୍ୟ କରଣ, ବିକାଶ, ତିନୋଟି ନଦୀ ମୁହାଣ ବିକାଶ ଆଦି କାର୍ଯ୍ୟ ପର୍ଯ୍ୟଟନ ବିଭାଗ ନିଜ ପ୍ରକଳ୍ପ ଭାବେ ଗ୍ରହଣ କରି କଳାହାଣ୍ଡି ଜ଼ିଲା ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ କରିବା ସହିତ ଆର୍ଥିକଅନୁଦାନ ପ୍ରଦାନ ପାଈଁ ନିବେଦନ କରିଥିଲେ. ଉକ୍ତ ଦାବିପତ୍ର କଳାହାଣ୍ଡି ଜ଼ିଲାପାଳ ସଚିନ ପାବାର ଙ୍କ ଉପସ୍ଥିତ ରେ ରାଜ୍ୟ ପର୍ଯ୍ୟଟନ ସଚିବ ବଳବିନ୍ଦର ସିଂହ ଙ୍କୁ ପ୍ରଦାନ କରି ଆଲୋଚନା କରିଥିଲେ.ଉକ୍ତ ପ୍ରତିନିଧି ମଣ୍ଡଳ ବିଜେପି ମ. ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା,ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଶଶି ଭୂଷ ପ୍ରହରାଜ,ମୋହନଗିରି ମଣ୍ଡଳ ସଭାପତି ଖ୍ରୀଷ୍ଟଦତ୍ତ ରାଉତ, ଆଇନଜୀବି ବିଜୟ ମହାଖୁଡ଼, ରୁଦ୍ର ପ୍ରସାଦ ମହାନ୍ତି, ନିର୍ମଳ ମହାଖୁଡ଼ ପ୍ରମୁଖ ସାମିଲ ହେଇଥିଲେ. ଜ଼ିଲାପାଳ କାର୍ଯ୍ୟାଳୟ ପରିସର ରେ ସଚିବ ଙ୍କୁ ଦାବିପତ୍ର ପ୍ରଦାନ ସହିତ ପ୍ରତିନିଧି ମଣ୍ଡଳ ଆଲୋଚନା କରୁଛନ୍ତି..

ଦିଲୀପ କୁମାର୍ ମିଶ୍ର। ମ ,ରାମପୁର

Related posts

ଗୋରୁମହିଷାଣୀ ଅଂଚଳର ଯୁବକ ନିଖୋଜ

Sunil Chandra Nayak

ବ୍ୟାସ ଫାଉଣ୍ଡେସନ ର ବଦାନ୍ୟତା, ଅସହାୟ ମହିଳାଙ୍କୁ ଦେଲେ ଏକ ସିଲାଇ ମେସିନ !

Sunil Chandra Nayak

ବିଲରେ ବଜ୍ରପାତରେ ମହିଳା ଚାଷୀ ଟଳି ପଡିଲେ 

Sunil Chandra Nayak

Leave a Comment

error: Content is protected !!