ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁସିଡ଼ି ପଡିଛି

ବନ୍ଧୁଗାଁ ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁସିଡ଼ି ପଡିଛି

ବନ୍ଧୁଗାଁ ତା, ୪/୮/୨୬,ବନ୍ଧୁଗାଁ ବ୍ଲକରେ ଶିକ୍ଷା ବ୍ୟବସ୍ଥା ପୁରା ଭୁଶୁଡି ପଢ଼ିଛି କହିଲେ ତାର ଅତ୍ୟୁକ୍ତି ହବ ନାହିଁ I ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କି କୁମ୍ଭଗାଣ୍ଡା ପଞ୍ଚାୟତ ର ବଡ଼ ମାତୁର ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ସକାଳ ୧୧ ଟା ପର୍ଯ୍ୟନ୍ତ ଶିକ୍ଷକ ଉପସ୍ଥିତ ନ ଥିବାର ଦେଖିବାକୁ ମିଳିଥିଲା I ଏହି ବିଦ୍ୟାଳୟ ରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢନ୍ତି I ଏହି ବିଦ୍ୟାଳୟ ଠାରେ ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ବି ଏଲ ଓ ଡିୟୁଟି ରେ ନିତି କାର୍ଯ୍ୟ ରେ ଯାଉଥିବା ବେଳେ ଅନ୍ୟ ଶିକ୍ଷକ ଜଣେ ନିଜ ଇଛା ଅନୁଯାଇ ସମୟରେ ବିଦ୍ୟାଳୟ କୁ ଯାଉଥିବା ବିଷୟକୁ ନେଇ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଗ୍ରାମର କିଛି ଲୋକେ ମଧ୍ୟ କହିଥିଲେ I ଏହି ପ୍ରକାର ମନୋମୁଖୀ ଭାବରେ ବିଦ୍ୟାଳୟ କୁ ଯାଇ ପିଲାଙ୍କୁ ପଠାଇବା ଯାହା ଜଣା ପଡୁଛିକି ପିଲାଏଁ ଠିକରେ ଓଡ଼ିଆ ଭାଷା କହି ପାରୁନଥିବାର ମଧ୍ୟ ଜାଣିବାକୁ ମିଳିଛି I ଏଣୁ୍କରି ଏହି ପ୍ରକାର ଉକ୍ତ ବିଷୟକୁ ନେଇ ଦାୟୀତ୍ୱରେ ରହିଥିବା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରି କିଛି ବୁଝିଥିଲି I ଗାଁ ଲୋକଙ୍କ କଥା କି ଏହି ପରି ଭାବରେ ପାଠ ପଢେଇବା ଶିକ୍ଷକ ଯଦି ପିଲାଙ୍କୁ ଶିକ୍ଷା ଦେବା ସ୍ଥାନରେ ଶିକ୍ଷାକୁ ଉଚିତ ଭାବରେ ଶିକ୍ଷା ପ୍ରଦାନ କରୁନଥିବା ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କୋରାଯିବା ପାଇଁ ଗଣ ମାଧ୍ୟମ ପ୍ରତିନିଧିକୁ ଜଣାଇଥିଲେ I ଏହିପରି ଶିକ୍ଷା ବିଭାଗରେ ଉଚିତ ଭାବରେ ଶିକ୍ଷା ଅଧିକାରୀ ନଥିବାରୁ ପ୍ରାୟ ବିଦ୍ୟାଳୟ ର ଶିକ୍ଷକ ମାନେ ଠିକ ସମୟରେ ବିଦ୍ୟାଳୟ କୁ ନିତି ଯାଉନଥିବାର ବିଶେଷ ସୂତ୍ରରୁ ଜାଣିବାକୁ ମିଳୁଛି I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ମୁଣ୍ଡଫଟା ଖରା ସାଙ୍ଗକୁ ଦାଉ ସାଧୁଛି ବିଦୂତ କାଟ

Sunil Chandra Nayak

ନୂଆପଡା ଉପ ନିର୍ବାଚନ ନେଇ ପୋଲିଙ୍ଗ ଦଳକୁ ଅତି ସମ୍ବେଦନଶୀଳ ବୁଥ କୁ ହେଲିକପ୍ଟର ଦ୍ବାରା ଛାଡ଼ିବା ବ୍ୟବସ୍ଥା, ଆଜି ଗୌତମା ଏୟାର ଷ୍ଟ୍ରିପ ରୁ ଗସ୍ତ କାରିବେ

Sunil Chandra Nayak

ବନ୍ଧୁଗାଁ ସରପଞ୍ଚ ସରକାରଙ୍କ ତରଫରୁ ବନ୍ଦ ହୋଇଥିବା ପ୍ରାଥମିକ ସ୍କୁଲ ରେ ୨୫ ଜଣଙ୍କୁ ନାମ ପଞ୍ଜିକରଣ କରାଇ ସ୍କୁଲ ଚାଲୁ ରଖିଲେ                             

Sunil Chandra Nayak

Leave a Comment

error: Content is protected !!