ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର ୧୯ ଶ୍ରୀ ଶ୍ରୀ ଦୁର୍ଗାପୂଜା କମିଟି ଗଠନ 

ସେକ୍ଟର ୧୯ ଶ୍ରୀ ଶ୍ରୀ ଦୁର୍ଗାପୂଜା କମିଟି ଗଠନ 

ରାଉରକେଲା: ଚଳିତ ବର୍ଷ ସେକ୍ଟର ୧୯ ପୂଜା ପେଣ୍ଡାଲ ଠାରେ ଏକ ବୈଠକ କରାଯାଇ ୫୬ ତମ ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ନୂତନ କମିଟି ଗଠନ କରାଯାଇଛି। ସୂଚନା ଅନୁସାରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ଶରତ କୁମାର ପରିଛା, ଉପସଭାପତି ସଂଗ୍ରାମ ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରତାପ କୁମାର ସିଂହ,ସହ ସମ୍ପାଦକ ସୁନିଲ ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଧଳ, କାର୍ଯ୍ୟକାରୀ ସମ୍ପାଦକ ବାବୁ ପରିଡ଼ା ତଥା ଉପଦେଷ୍ଟା ଭାବେ ଦେବଜିତ ସାହୁ,ଅନୀଲ କୁମାର, ବିଶ୍ବଜିତ ଧଳ, ନିହାର ଦାସ ପ୍ରମୁଖ ଓ ସହଯୋଗୀ ଭାବେ ଯଶକେତନ ପଶାୟତ,ଅଜୟ ତାଣ୍ଡିଆ,ଅଜୟ ନାୟକ ପ୍ରମୁଖଙ୍କୁ ଚୟନ କରାଯାଇଛି। ସେହିପରି କର୍ତ୍ତା ଭାବେ ଆଦିତ୍ୟ ଚରଣ ଧଳ ଓ ପୂଜକ ଭାବେ ଘନଶ୍ୟାମ ଓରଫ ମଙ୍ଗୁଳୁ ପଣ୍ଡା ଦାୟିତ୍ଵ ନିର୍ବାହ କରିବେ ବୋଲି ଘୋଷଣା କରାଯାଇଥିଲା। ବୈଠକ ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇମ୍ଫା ,ଥେରୁବାଲି ଦ୍ଵାରା ସାପ୍ତାହବ୍ୟାପି ପରିବେଶ ଦିବସ ପାଳନ

masiha

ସ୍ଥାନାନ୍ତରିତ ହେଲା ବିପିୟୁଟି ଠାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର

Sunil Chandra Nayak

ନାରୀ ସ୍ୱାଭିମାନ , ନାରୀ ସମ୍ମାନ , ନାରୀ ସମାଜର ଭିତ୍ତି

masiha

Leave a Comment

error: Content is protected !!