ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ରୋଟାରୀ କ୍ଲବରେ ରୋଟାରୀ ଗଭର୍ଣ୍ଣର ଶାନ୍ତନୁ ପାଣିଙ୍କ ଯୋଗଦାନ

ମୟୂରଭଂଜର ୨୦/୫/୨(ମସିହା) ମୟୂରଭଂନ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ପଶୁଚିକିତ୍ସାଳୟ ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ରୋଟାରୀ କ୍ଲବ ରୟାଲ ସଭାରେ ରୋଟାରୀ ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରୋଟାରୀଆନ୍ ସୁକୁମାର ରଣା,ଏବଂ ରୋଟାରିଆନ ନୀରଜ ପଣ୍ଡା ଯୋଗ ଦେଇଥିଲେ ।ରୋଟାରୀଆନ କାଳୀପ୍ରସନ୍ନ ମହାନ୍ତି ସଭାପତିତ୍ବ,ଅତନୁ ମହାନ୍ତି ମଂଚ ପରିଚାଳନା ଏବଂ ଅନୁଜ ଅଗ୍ରୱାଲ ମୁଖ୍ୟ ଅତିଥିଙ୍କ ଶାନ୍ତନୁ ପାଣିଙ୍କ ବିଷୟରେ ଅବଗତ କରିଥିଲେ ।ରୋଟାରୀଆନ ବିକାଶ ଭୁତ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ରୋଟାରୀଆନ ଶାନ୍ତନୁ ପାଣି କହିଥିଲେ ମାନବ ସେବାହିଁ ମାଧବ ସେବା । କରୋନା ମହାମାରୀ ସମୟରେ ରୋଟାରୀ କ୍ଲବର ଭୂମିକା ଅବର୍ଣ୍ଣନୀୟ କହିଥିଲେ । ସଂଘର କଳେବର ବୃଦ୍ଧି ହେଲେ ଗରିବ,ଅସହାୟ,ନିଷ୍ପେଷିତ ଲୋକଙ୍କ ,ଦୁର୍ଗମ ଅଂଚଳରେ ଅବହେଳିତ ଲୋକଙ୍କ ସେବା କରିବାକୁ ସମର୍ଥ ହେବ । ରାଇରଙ୍ଗପୁର ରୋଟାରୀ କ୍ଲବର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।ବିଶେଷତଃ ବୃକ୍ଷରୋପଣ, ରକ୍ତଦାନ, ଆଦିବାସୀ ଅଂଚଳରେ ସ୍ବାକ୍ଷରତା ବିକାଶ, ସ୍ବାସ୍ଥ୍ୟ,ଦିଵ୍ଯାଙ୍ଗମାନଙ୍କୁ ସହାୟତାର ହାତ ବଢାବାପାଇଁ କହିଥିଲେ ।ସମାଜରେ ମହିଳାଙ୍କ ଭୂମିକା ଅତୁଳନୀୟ । ତେଣୁ ସେମାନଙ୍କୁ ରୋଟାରୀ କ୍ଲବରେ ସାମିଲ କରି ସମାଜ ସେବାରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଇରଙ୍ଗପୁର ରୋଟାରୀ କ୍ଳବ ତରଫରୁ ଦୁର୍ଗମ ଅଂଚଳର ଅସହାୟ ଲୋକଙ୍କୁ କମ୍ବଳ,ପୋଲିଥିନ, ୬୦ ୟୂନିଟ ରକ୍ତ ସଂଗ୍ରହ, ଅରବିନ୍ଦ ବିଦ୍ୟାଳୟ କୂ କମ୍ପ୍ୟୁଟର ପ୍ରଦାନ,ବୃକ୍ଷୋରୋପଣ,ବ୍ରାହ୍ମଣ ସମାଜକୁ ଶୁଖି ଲା ବିସ୍କୁଟ,ଫଳ,ଟିଚର୍ସ ଡେ ପାଳନ ସହ ୧୮ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ, ସ୍ବାଧୀନତା ଦିବସ ପାଳନ,ଡାକ୍ତର ଓ ଇଞ୍ଜିନିୟରିଂଙ୍କୁ ସମ୍ବର୍ଦ୍ଧିତ କରାଯଇଥିବା ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ସହାୟତା ବଢ଼ାଇଥିବାରୁ ଭୁରି ଭୁରି ପ୍ରଶଂସା କରିଥଲେ । ସଭାରେ ସମାଜସେବୀ ସୁବାଷ ମଣ୍ଡଳ ଏବଂ ପରିବେଶବିତ୍ ପ୍ରଦୀପ୍ତ କବିଙ୍କୁ ମୁଖ୍ୟ ଅତିଥି ନୂତନ ସଦସ୍ୟ ଭାବେ ଗ୍ରହଣ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ତଥା ତାରାଚାନ୍ଦ ଅଗ୍ରୱାଲ, ଅରବିନ୍ଦ ବାଗାଡିଆ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ବିବେକ ଚନ୍ଦ୍ର ପାହାଡି, ଗୌରୀ ସାରଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଶେଷରେ ରୋଟାରୀ କ୍ଲବ ସଂପାଦକ ପ୍ରତ୍ଯୁଷ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଂଜରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଦୁର୍ଗମ ତ୍ରିଲୋଚନପୁରରେ ସିଆରପିଏଫ୍ ପକ୍ଷରୁ ଜନସଂପର୍କ ଶିବିର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ବନ୍ଦ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort