ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପ୍ତାହବ୍ୟାପି ଦୁର୍ନୀତିବିରୋଧରେ ସୂଚନା କର୍ମୀମାନଙ୍କ ଅଭିଯାନ ପାଳନ

ସପ୍ତାହବ୍ୟାପି ଦୁର୍ନୀତିବିରୋଧରେ ସୂଚନା କର୍ମୀମାନଙ୍କ ଅଭିଯାନ ପାଳନ

ଢେଙ୍କାନାଳ ଜିଲ୍ଲାପାଳ ସମ୍ମୁଖରେ ଜିଲ୍ଲା ଆବାହକ ପ୍ରିୟବ୍ରତ ଗଡ଼ନାୟକ ନିର୍ଦେଶ ଅନୁସାରେ ଶାନ୍ତି ପ୍ରିୟ ଭାବରେ ଜିଲ୍ଲାପାଳ ସମ୍ମୁଖୀରେ ଦୁର୍ନୀତି ବିରୋଧ ରେ ନାରାବାଜି ଏବଂ ଦୁର୍ନୀତି କର୍ମଚାରୀ ମାନଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ ଏବଂ ସଠିକ ସମୟରେ ସୂଚନାର ତଥ୍ୟ ନ ମିଳିବା ଢେଙ୍କାନାଳ ଜିଲ୍ଲା କେମିତି ଦୁର୍ନୀତି ବନ୍ଦ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା ଦିନକୁ ଦିନ ସୂଚନା କର୍ମୀଙ୍କୁ ଆକ୍ରମଣ ଶିକାର ହେଉଛନ୍ତି ତ ହତ୍ୟା ଧମକ ମିଳୁଥିବା ଅଢେଇ ବର୍ଷ ବିଜେପି ସରକାର ଶାସନ ସଫଳତା ମମର୍ଡର ବିଲ ଓଡିଶାର ଖଣି ଜଙ୍ଗଲ ଅଧିକାର ବଞ୍ଚିତ ହେଉଥିବା ଉପରେ ଆଲୋଚନା ହୋଇଥିଲା ବିକାଶ ନାୟକ, ରାମଚନ୍ଦ୍ର ଦେବତା, ରଞ୍ଜନ ପଟ୍ଟନାୟକ, ସୁବାଷ ପଧାନ, କାମାକ୍ଷା ପ୍ରସାଦ ବିହାରୀ, ରମାକାନ୍ତ ଜେନା, ରାଜୀବ କର ଯୋଗ ଦେଇଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ନାବାର୍ଡର ଅର୍ଦ୍ଧବାର୍ଷିକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ 

Sunil Chandra Nayak

ଧର୍ମଗଡ ଠାରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଧର୍ମଗଡ ସ୍ୱଧାର ଗୃହ ଠାରେ କମ୍ବଳ ବଣ୍ଟନ

masiha

Leave a Comment

error: Content is protected !!