ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ-: ରାବଣଦରୋ ସମିକ୍ଷା ବୈଠକରେ ଡିଏଫଓ ଓ ରେଞ୍ଜର ଯୋଗ ନ ଦେବା ନେଇ ବିଧାୟକଙ୍କ ଅସନ୍ତୋଷ

କଳାହାଣ୍ଡିର ଶୋଭାବର୍ଦ୍ଧନ କରୁଛି ଭଟ୍ଟାଙ୍ଗପଦର ସ୍ଥିତ ରାବଣଧାର ଜଳପ୍ରପାତ । ଏହି ଜଳପ୍ରପାତକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଏହି ଜଳପ୍ରପାତର ଉନ୍ନୟନ କାମ ପାଇଁ ଆଇଏପି,ବିଧାୟକ ପାଣ୍ଠି,ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଏହିଭଳି ବିଭିନ୍ନ ପାଣ୍ଠିରୁ ଜଳପ୍ରପାତର ସୈାନ୍ଦର୍ଯ୍ୟ କରଣ କରାଯାଉଥିବା ବେଳେ ବର୍ତ୍ତମାନ ଲାଞ୍ଜିଗଡ ବିଧାୟକ ତଥା ଡବ୍ଲୁଡିସି ସଦସ୍ୟ ପ୍ରଦିପ କୁମାର ଦିଶାରୀ ଡବ୍ଲୁଡିସି ଫଣ୍ଡରୁ ରାବଣଧାରାର ସୈାନ୍ଦର୍ଯ୍ୟ କରଣ ପାଇଁ ୩୦ଲକ୍ଷ ଟଙ୍କା ପାଣ୍ଠି ଯୋଗାଇ ଦେଇଥିବା ବେଳେ ଏହି ଅର୍ଥରେ ପର୍ଯ୍ୟଟକଙ୍କ ପାଇଁ ଶୈାଚାଳୟ ଓ ସୈାନ୍ଦର୍ଯ୍ୟକରଣ କାମ ଚାଲିଥିବା ବେଳେ ବିଧାୟକ ପାଣ୍ଠିରୁ ୫ଲକ୍ଷ ଟଙ୍କା ବିନିମୟରେ ଏକ ଶିଶୁଉଦ୍ୟାନ ନିର୍ମାଣ କରାଯାଇଛି । ଏହାକୁ ନେଇ ଆଜି ବିଧାୟକ ଶ୍ରୀଯୁକ୍ତ ଦିଶାରୀ ଏକ ସମିକ୍ଷା ବୈଠକ କରି ସମସ୍ତ ଉନ୍ନୟନ ମୁଳକ କାମ ତଦାରଖ କରିଥିଲେ । ହେଲେ ଆଜିର ଏହି ସମିକ୍ଷା ବୈଠକରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫଓ ଲାଡେ ଗଜାନନ ଦୟାନନ୍ଦ ଓ ରେଞ୍ଜର ପଦ୍ମନାଭ କୁମାର ସମିକ୍ଷା ବୈଠକରେ ଅନୁପସ୍ଥିତ ରହିଥିବା ଯୋଗୁଁ ବିଧାୟକ ଶ୍ରୀଯୁକ୍ତ ଦିଶାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ରାବଣଧାରା ଜଳପ୍ରପାତରେ ଉନ୍ନୟନ ମୁଳକ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଧାୟକଙ୍କ କହିବା ସ୍ୱତେ ମଧ୍ୟ ସମିକ୍ଷା ବୈଠକରେ ଅନୁପସ୍ଥିତ ରହିବା ସନ୍ଦେହ ସୃଷ୍ଟି କରୁଛି । କେବଳ ୨ଜଣ ଫରେଷ୍ଟଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ସମିକ୍ଷା ବୈଠକକୁ ପଠେଇ ଦେଇ ଅନ୍ୟ କାମ ଦର୍ଶାଇ ନିଜେ ଶିତତାପ ନିୟନ୍ତ୍ରଣ କକ୍ଷରେ ବସିରହିବା କେତେଦୁର ଯୁକ୍ତିଯୁକ୍ତ ବୋଲି ଅଂଚଳରେ ଆଲୋଚନା ହେଉଛି। ରାବଣଧାରା ଜଳପ୍ରପାତ ଏକ ପର୍ଯ୍ୟଟନ ସ୍ଥଳି ଭାବେ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବାକୁ ଯାଉଥିବା ବେଳେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ମାନଙ୍କ ଭିଡ ଜମୁଛି । ଏହି ପର୍ଯ୍ୟଟନ ସ୍ଥଳିର ସୈାନ୍ଦର୍ଯ୍ୟକରଣ ପାଇଁ ଭଟ୍ଟାଙ୍ଗପଦର ଠାରୁ ରାବଣଧାରା ଜଳପ୍ରପାତ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ପାଶ୍ୱର୍ରେ ଗଛ ଲଗାଇବା ପାଇଁ ଫରେଷ୍ଟର ଲୋକନାଥ ପୋଡକୁ ନିର୍ଦ୍ଧେଶ ଦେଇଥିଲେ । ରାବଣଧାରାକୁ ସଂଯୋଗ କରୁଥିବା ଭଟ୍ଟାଙ୍ଗପଦର ନିକଟରେ ଏକ ମୁଖ୍ୟଗେଟ କରିବାର ପରିକଳ୍ପନା କରିଛନ୍ତି ବିଧାୟକ । ପର୍ଯ୍ୟଟକଙ୍କ ରହିବା ପାଇଁ ୪ଗୋଟି କୁଟିର ନିର୍ମାଣ ଓ ସୈାନ୍ଦର୍ଯ୍ୟକରଣ ପାଇଁ ୧କୋଟି ଟଙ୍କା ବିନିମୟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ ବିଧାୟକ ଶ୍ରୀଯୁକ୍ତ ଦିଶାରୀ । ଏହି ଗସ୍ତରେ ଭଟ୍ଟାଙ୍ଗପଦର ଠାରେ ଜନସାଧାରଣ ଭବ୍ୟ ସ୍ୱାଗତ ସର୍ମ୍ବଦ୍ଧନା ଜଣାଇଥିବା ବେଳେ ଭଟ୍ଟାଙ୍ଗପଦର ସମିତିସଭ୍ୟ ରୁପେନ୍ଦ୍ର ଛର୍ତିଆ,ସମାଜସେବି ରୁତୁରାଜ ମାଝି,ଶିବରାମ ପାତ୍ର,ବିଜେଡି ଜିଲ୍ଲା ଯୁବ ସମ୍ପାଦକ ଆଶୁତୋଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାବଣଧାରା ବନସୁରକ୍ଷା ସମିତିର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ରାବଣଧାରା ଜଳପ୍ରପାତର ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଭାର୍ଯ୍ଯାଳୟ

କୋକସରା ବ୍ଲକ ରେ ରାଜନୈତିକ ହିଂସା, ସରପଞ୍ଚ ପ୍ରାର୍ଥୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

Sunil Chandra Nayak

ବୈଜ୍ଞାନିକ ମନୋଭାବ ପତ୍ରିକାର ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort