ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଅଲ ଇଣ୍ଡିଆ କ୍ଷେତ ମଜଦୂର  ସଙ୍ଘ ଦ୍ୱାରା ସ୍ମାରକ ପତ୍ର 

ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଅଲ ଇଣ୍ଡିଆ କ୍ଷେତ ମଜଦୂର  ସଙ୍ଘ ଦ୍ୱାରା ସ୍ମାରକ ପତ୍ର 

ବନ୍ଧୁଗାଁ ତା, ୨୮/୧୦/୨୬, ଆଜି ବନ୍ଧୁଗାଁ ବ୍ଲକର ଅଲ ଇଣ୍ଡିଆ କେତ ମୋଜଦୂର କିସାନ ସଂଘଙ୍କ ଦ୍ୱାରା ଓଡିଶାର ପ୍ରାକୃତିକ ସମ୍ଫଦ, ଜଳ,ଜମି, ଜଙ୍ଗଲ, ଓ ଖଣି କୁ ନେଇ କର୍ପୋରେଟ ମାନଙ୍କ ହାତରେ ଟେକି ଦେବା ଜନ ଆନ୍ଦୋଳନ ମାନଙ୍କ ଉପରେ ସରକାର ଓ ପଲିସ ଦମନ ପ୍ରତିବାଦରେ ଓ ଅନ୍ୟାନ୍ୟ ଦାବିରେ ଆଜି ବନ୍ଧୁଗାଁ ତୋହସିଲଦାର ଙ୍କ ଠାରେ ବ୍ଲକର ୧୩ ଗୋଟି ପଞ୍ଚାୟତ ରୁ ଆସିଥିବା ଅଲ ଇଣ୍ଡିଆ କେତ ମୋଜଦୂର ସଙ୍ଘ ଦ୍ୱାରା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଓଡ଼ିଶା ପ୍ରତିବାଦ ଦିବସ ଅବସରରେ ଏକ ସ୍ମାରକ ପତ୍ର ପ୍ରଦାନ କରଥିଲେ I ଏଥିରେ ଉଲେଖ ଅଛି କି ରାଜ୍ୟର ଅନୁସୂଚିତ ଅଞ୍ଚଳର ଜେକୌଣସି ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ଫର୍କରେ ନିଷ୍ପତି ନେବାକୁ ସମ୍ପୃକ୍ତ ଗ୍ରାମସଭାରେ ରହିଥିବା ସାମ୍ଭିଧାନୀକ ଅଧିକାରକୁ ଉଲଙ୍ଘନ କରି ଅବିଚାରିତ ଭାବରେ ଦେଦାନ୍ତ, ଆଦାନୀ, ଜିନ୍ଦଲ, ପସ୍କୋ, ଡ଼ାଲମିଆ, ହିଣ୍ଡାଲୋକ, ଟାଟା, ବିର୍ଲା, ଆଦିବାସୀ ବେଶରକାରୀ କମ୍ଫାନୀ ନାଲୋକ, ଓଡ଼ିଶା ଖଣି ନିଗମ ଭଳି ସରକାରୀ ସଂସ୍ଥା ମାନଙ୍କୁ ତଥାକଥିତ ବିକାଶ ନାମରେ ବିନାଶର ଏକତରଫା ଦିଆ ଯାଇଛି I ଏହା ଫଳରେ ତଥାକଥିତ ବିକଶିତ ଓଡିଶା ଉତ୍କୃର୍ସ ଓଡିଶା ନାମରେ ହେବାକୁ ଯାଉଛି I ଏହି ନିତି ହଜାର ହଜାର ଆଦିବାସି ଦଳିତ ତଥା ପୋଛୁଆ ବର୍ଗର ଲୋକମାନଙ୍କ ଭିଟାମାଟି, ଜୀବନ ଜୀବିକା ଓ ପ୍ରାକୃତିକ ପରିବେଶ ସସ୍କୃତି ଉପରେ ବୁଲଡଜର ଆକ୍ରମଣ କହିଲେ ଭୁଲ ହବନି ଓ ସରକାରଙ୍କ ଏହି ଜନବିରୋଧୀ ନିତି ଓ ନିଷ୍ପତି ବିରୋଧରେ ପ୍ରତିବାଦର ସରକାରୀ ପ୍ରସାସନ ଓ ପଲିସର ଦମନଲୀଳା ଙ୍କ ବିରୁଦ୍ଧରେ ସ୍ୱର ଉତ୍ତଳନ କରି ଆଜି ସ୍ମାରକ ପତ୍ରରେ ଉଲେଖ କରି ତୋହସିଲ କାର୍ଯ୍ୟଳୟର ଅଧିକାରି ତୋହସିଲଦାର ଶ୍ରୀମତି ସୋନାଲି ପାତ୍ରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ I ଏଥିରେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତ ର ଅଲ ଇଣ୍ଡିଆ କେତ ମୋଜଦୂର ସଙ୍ଘର କୋରାପୁଟ ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରୀ ପାଇଡଆମା, ବ୍ଲକ ସଭାନେତ୍ରୀ ପିଡ଼ିକା ସୁରି ଆମା,ଆଦାନା କାଡ୍ରାକା, କିର୍ମ କାଡ୍ରାକା,ପେକାପୁ ହୁଇକା, କେଣ୍ଡରୁକା କାଣ୍ଟୁ, କେଣ୍ଡରୁକ ସୁବାରାଓ, ଓ ସତାଦିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରାଷ୍ଟ୍ରିୟ ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ଅଭିଯାନ ଅନୁଷ୍ଠିତ

ଉଦେଶୃଙ୍ଗ ଗାଁ ର ଅସହାୟ ବାପା ଛେଉଣ୍ଡ ପରିବାର ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ 

masiha

କଳା, ସଂସ୍କୃତି ଓ ନିଆରା ପରମ୍ପରାର ମହାସଙ୍ଗମ କଳାହାଣ୍ଡି ଉତ୍ସବ ଘୁମୁରା

Sunil Chandra Nayak

Leave a Comment

error: Content is protected !!