ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ନେଇ ଗଠନ ହେଲା ବାବା ପାତାଳେଶ୍ବର ମନ୍ଦିର କମିଟି

ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ନେଇ ଗଠନ ହେଲା ବାବା ପାତାଳେଶ୍ବର ମନ୍ଦିର କମିଟି

ନବରଙ୍ଗପୁର :(୨୯|୧୧)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଳା ଡାବୁଗାଁ ବ୍ଳକ ଅଙ୍ଗୀ ନଦୀ ନିକଟରେ ମାନିଗାଁ ରାସ୍ତା ପାର୍ଶ୍ବରେ ଏକ ଶିବ ଲିଙ୍ଗ ଆବିର୍ଭାବ ହେବା ପରେ ବୈଦିକ ନିତୀ ରେ ପୂଜା ଆରାଧନା କରିବା ପାଇଁ ଏବଂ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ନେଇ ଗଠନ ହୋଇଛି ଏକ ପରିଚାଳନା କମିଟି।ସର୍ବ ସମ୍ମତି କ୍ରମେ ସଭାପତି ସୁର୍ଯ୍ୟ ନାରାୟଣ ସୁବୁଦ୍ଧି, ଉପ ସଭାପତି ପ୍ରକାଶ ପଣ୍ଡା, ସଂପାଦକ ସତ୍ୟ ରଞ୍ଜନ ପାତ୍ର, ସହ ସଂପାଦକ ମିହିର ଶଙ୍କର ପାତ୍ର, ମାର୍ଗଦର୍ଶକ ବିନୋଦ ସୌରା, କେଶବ ରେଲି, ଆଇନଜୀବୀ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ଜଗନ୍ନାଥ ରେଲି, ସୁରେନ୍ଦ୍ର ମିଶ୍ର, କୁନୁ ପାତ୍ର, କୋଷାଧ୍ୟକ୍ଷ ରାଜ ଶେଖର ରାଓ, ସଂଯୋଜକ ପାପନା ରେଲି ଓ ଟି ଶେଖର ବାବୁ, ସକ୍ରିୟ ସଭ୍ୟ ସୁରେନ୍ଦ୍ର ରେଲି, ରାଜେନ୍ଦ୍ର ରେଲି, ରାବଣା ରେଲି, ସୋନି ରେଲି, ଭଗବାନ ଦାସ, ସମୀର ମିଞ୍ଜ୍, ରେଙ୍ଗା ଜାନି, ଟିବୁ ରେଲି, ଜିତୁ ରେଲି, ଆପି ରେଲି, ମାଇକେଲ ଓ ଅନ୍ୟ ମାନଙ୍କୁ ମନୋନୀତ କରାଯାଇଛି। ହିନ୍ଦୁ ସନାତନ ବୈଦିକ ରୀତି ନୀତିରେ ଆଧ୍ୟାତ୍ମିକ ପରିବେଶରେ ପୂଜା ଆରାଧନା ପାଇଁ ଉପସ୍ଥିତ ବ୍ୟକ୍ତିମାନେ ଦୃଢୋକ୍ତି ପ୍ରକାଶ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ପାଳିତ

Sunil Chandra Nayak

ଲଗାଣ ବର୍ଷା ରେ ଗଛପଡି ସମ୍ପୂର୍ଣ ଘର ଭାଙ୍ଗି ନଷ୍ଟ  , ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ 

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

masiha

Leave a Comment

error: Content is protected !!