ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଗାନ୍ଧି ନଗର ରେ ନିଆଁ

ନୂଆପଡା ଜିଲ୍ଲା ଖଡିଆଳ ଏନଏସି ଗାନ୍ଦିନଗର ସାହି ରେ ହୁଦୁହୁଦୁ ଭାବରେ ଜଲୁଥିବା ନିଆଁ କୁ ଶେଷ ରେ ଦମକଳ ବାହିନୀ ଆୟତ୍ତ କରିଛନ୍ତି,ଆଜି ଦିନ ପ୍ରାୟ ୮ ଟା ସମୟ ରେ କିଛି ସ୍ଥାନୀୟ ପିଲାମାନେ ଗାନ୍ଦିନଗର ତାଳବଣ ରେ ଖେଲୁଥିବା ସମୟ ରେ ନିଆଁ ଲଗାଇଦେଇଥିଲେ,ତାଲବଣ ର ନିଆଁ ସାହି ର ଅନେକ ଙ୍କ ଘର ମୁହାଁ ହୋଇଥିଲା ନିଆଁ, ନିଆଁ ର ପ୍ରଖର ଏତେ ବେଶି ଥିଲା ଯେ ତାଲବଣ ସଂପୁର୍ଣ୍ନ ନଷ୍ଚ ହୋଇଯାଇଥିଲା,ପରେ ଏସମ୍ବନ୍ଦ ରେ ଦମକଳ ଖଡିଆଳ ଅଫିସ ରେ ଖବର ଦେବାପରେ ଗୁଲୁ ସାହୁ ଓ ମାଝୀ ବାବୁ ଙ୍କ ନେତୃତ୍ବରେ ଦମକଳ ଗାଡି ଘଟଣାସ୍ଥଳ ରେ ପହଚିଂ ନିଆଁ କୁ ଆୟତ୍ତ କରିଥିଲେ,ଗାନ୍ଦିନଗର ସାହି ର ଅନେକ ଲୋକ ଙ୍କ ଘର ଗୁଡିକ ଅଲ୍ପକେ ବର୍ତି ଯାଇଛି,ଦମକଲ ବାହିନୀ କୁ ଗାନ୍ଦି କ୍ଲବ ର ଯୁବକ ମାନେ ବହୁ ସଂଖ୍ୟା ରେ ଆସି ସହଯୋଗ କରିବା ସହ ସେମାନଙ୍କ କାରୁକାର୍ଯ୍ୟ କୁ ସାହିବାସୀ ପ୍ରଶଂସା କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜନଜାତି ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟସଭା ସାଂସଦ, ଯୁକ୍ତ ୨ ଖୋଲିବାକୁ ଦାବି ଜଣାଇଲେ ଅଞ୍ଚଳବାସୀ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ସମାନତା

Sunil Chandra Nayak

ପୋଲିସ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!