ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୋଭlଗିନୀ ନନ୍ଦ ଙ୍କ କବିତା ଭାଗ୍ୟ

ଭାଗ୍ୟ

 

ଭାଗ୍ୟ ଆସେ ନାହିଁ ସମୀର ଉହାଡ଼େ

ଭାଗ୍ୟ ଆସେ ନାହିଁ ରାଜ ଉଆସରେ 

ମଣିଷ କର୍ମ କୁ ନିନ୍ଦା କରି

ଭାଗ୍ୟ କୁ ଦୋଷ ଦିଏ ନିର୍ଲଜ ଭାବରେ l

 

ଅଳସୁଆ ହୋଇ ଶୋଇ ରହି ଥାଏ

କୁମ୍ଭକର୍ଣ୍ଣ ର ଜମଜ ଭାବରେ

ସୁପ୍ତ ସିଂହ ପରି ପଡି ରହି ଥାଏ

ଆପଣାଗମ୍ଭୀରା ଭିତରେ l

 

ପରିଶ୍ରମ ନକରି ମୁଖକୁ ମେଲାଇ

ଚାହିଁରହି ଥାଏ ଆକାଶ ମାର୍ଗ କୁ

 ଭାଗ୍ୟ କୁ ଆଦରି l

 

କର୍ମ ଯେଉଁଠି ଭାଗ୍ୟ ସେଇଠି

ଭାଗ୍ୟେ ବସତି ଲଷ୍ମୀ କର୍ମ ହିଁ ଇଶ୍ଵର

କର୍ମ କରି ଯାଅ ଭାଗ୍ୟ ଅଛି ସାଥେ ତୁମ

ଭାଗ୍ୟ ଫୁଟିବ ହୋଇ ଉଜ୍ଜଳନକ୍ଷତ୍ର ସମ l

 

ଶୋଭlଗିନୀ ନନ୍ଦ

ଜୟପୁର କୋରାପୁଟ

Related posts

ନୂଆପଡ଼ା – ବିଭିନ୍ନ ସ୍ଥାନ ରେ ହିନ୍ଦୁ ନବ ବର୍ଷ ପାଳନ

Sunil Chandra Nayak

ଓ୍ଵାଲଟିୟର ଡିଭିଜନାଲ ରେଲଓ୍ବେ ଡିଆରଏମ୍ ଙ୍କ ରାୟଗଡା ଗସ୍ତ

Sunil Chandra Nayak

ପର୍ଲା ଠାରେ ଏସ ଟି , ଏସ୍ ସି , ଓ ବି ସି ବୁଦ୍ଧିଜୀବି ସମ୍ବିଳନି ଓ କର୍ମକର୍ତ୍ତା ଚୟନ

Leave a Comment

error: Content is protected !!