ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ନାନ ମଣ୍ଡପରୁ ଗଜାନନ ବେଶ ଦର୍ଶନ ଦେଇ ଅଣସର ପିଣ୍ଢିକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି

ମୟୂରଭଞ୍ଜ-୧୪/୬/୨୨(ମସିହା) ରାଇରଙ୍ଗପୁରସ୍ଥ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ଦିନ ମଧ୍ୟାହ୍ନରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ନୀତି କାନ୍ତ ସଂପନ୍ନ ପରେ ମହାପ୍ରଭୁଙ୍କ ମନୋଲୋଭା ଗଜଵେଶ ସଂପନ୍ନ ହୋଇଥିଲା ।ଗଜବେଶ ଦେଖିବାକୁ ରାଇରଙ୍ଗପୁର ଆଖପାଖ ସମେତ ବିଭିନ୍ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଥିଲେ ।ରାତି ୯.୩୦ ପର୍ଯ୍ୟନ୍ତ ମହାପ୍ରଭୁ ଗଜବେଶରେ ଦର୍ଶନ ଦେଇଥିଲେ ।ପରେ ମହାପ୍ରଭୁଙ୍କ ଠା’ନୀତି ଅନୁଷ୍ଠିତ ହେବାପରେ ସ୍ନାନ ମଣ୍ଡପକୁ ଅଣସର ପିଣ୍ଡି କୁ ଶ୍ରୀଜୀଉମାନେ ପହୁଣ୍ଡି ହୋଇ ବିଜେ କରିଥିଲେ ।ଅଣସର ଘରେ ଶ୍ରୀ ଜୀଉମାନେ ୧୫ ଦିନ ରହଣି ପରେ ନବଯୌବନ ଦର୍ଶନ ଦେବେ । ପ୍ରବଳ ସ୍ନାନ ଯୋଗୁଁ ଶ୍ରୀ ଜୀଉମାନେ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇଥିବେ ।ଅଣସର ସେମାନଙ୍କୁ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।ଅଣସର ନୀତି ସମୟରେ ଶ୍ରୀଜୀଉଙ୍କ ସୁସ୍ଥ ତା ଲାଗି ବୈଦ୍ଯରାଜଙ୍କ ଦ୍ବାରା ଚେରମୂଳି ଔଷଧ ପ୍ରଦାନ କରାଯିବାର ବିଧି ରହିଛି ।ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା – ବଞ୍ଚିବାକୁ

Sunil Chandra Nayak

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ପ୍ରାର୍ଥୀ ପତ୍ର ଦାଲଖର ତନଖି ପରେ ୪୨୩ ଜଣ ପ୍ରାର୍ଥୀ ନାକଚ ହୋଇଛନ୍ତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort