ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିମା ଧର୍ମୀ ବାବାଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

ଉତ୍କେଲା/କେସିଙ୍ଗା,୨୪/୦୬, (ମ ନି ସ  ),କେସିଙ୍ଗା ଥାନା ଡଙ୍ଗରମୂର୍ଲି ପାହାଡ଼ ଉପରେ ମହିମା ଧର୍ମୀ ବାବା କୁନୁ ହରିଜନ(୫୨) ପିତା- ଫକୀର ହରିଜନ ନିଜକୁ ଏକ ଗଛରେ ଫାଶୀ ଦେଇ ମୃତ୍ୟୁ ହୋଇଥିବା ଜଣାପଡିଛି।।ବିଳମ୍ବ ରେ ଏହି ଘଟଣା ଜଣାପଡିବା ପରେ ପୋଲିସ ଗଳିତ ଶବ ଜବତ କରିଥିଲା।ପରେ ଗଳିତ ଶବ ବ୍ୟବଚ୍ଛେଦ ହୋଇଥିଲା।ଡ଼ଙ୍ଗରମୂର୍ଲି ଗ୍ରାମ ର ଏହି ବ୍ୟକ୍ତି ଜଣକ ଗାଧୋଇବା ପାଇଁ ଯାଉଥିବା ଘରେ କହିଥିଲେ ମଧ୍ୟ ଘରକୁ ଫେରି ନ ଥିଲେ। ଏହା ନେଇ ଉତକେଲା ଫାଣ୍ଡି ରେ ଏକ ନିଖୋଜ କେସ ମଧ୍ୟ ଗୁରୁବାର ଦିନ ଉତ୍କେଲା ଫାଣ୍ଡି ରେ ହୋଇଥିଲା।ଆଜି ସକାଳୁ ଏକ ଗଛରେ ଫାସି ହୋଇ ଝୁଲୁଥିବା ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲ।ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ଏହାର ତଦନ୍ତ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର କରୁଥିବା ଜଣାପଡିଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ପ୍ରାଥମିକ କୃଷି ସମବାୟ ସମିତି, ରୁପ୍ରାର ୬୪ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ପତ୍ରଝଡ଼ା ର ଆବେଗ

Sunil Chandra Nayak

ଶାରଳା ସାଂସ୍କୃତିକ ପରିଷଦର ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!