Uncategorizedଅନ୍ତର୍ଜାତୀୟ ନିଶାନିବାରଣ ଦିବସ ପାଳିତ by Sunil Chandra NayakJune 26, 2022093 Share0 ଭବାନୀପାଟଣା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ନିଶାନିବାରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅବକାରୀ କାର୍ଯ୍ୟାଳୟରୁ ଅବକାରୀ କର୍ମଚାରୀ ମାନେ ଏକ ସଚେତନତା ରାଲ୍ଲୀ ବାହାର କରି ନିଶା ନିବାରଣ ନେଇ ଜନସଚେତନା କରିଥିଲେ। ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ।