ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷନଗରରେ ଜନ ଶୁଣାଣି ଶିବିର ଅନୁଷ୍ଠିତ 

ଢେଙ୍କାନାଳ: କାମାକ୍ଷାନଗର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି କାମାକ୍ଷାନଗର ବ୍ଲକ ସଭାଗୃହଠାରେ ଏହି କାର୍ଯ୍ୟକ୍ରମ ସକାଳ ୧୦ ଟା ଠାରୁ ଆରମ୍ଭ କରି ଦିନ ୨ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜିଲ୍ଲାପାଳ ଯୋଗ ଦେଇଥିଲେ ଏହାସହ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ବ୍ଲକ ଅଧକ୍ଷ, ଓ ନବନିର୍ବାଚିତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ ଏବଂ ଜିଲ୍ଲାର ଅନ୍ୟାନ୍ୟ ସମସ୍ତ ବିଭିଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଶୁଣାଣିରେ ଆଜି ମୋଟ ୧୧୨ ଟି ଅଭିଯୋଗର ଶୁଣାଣି ଗ୍ରହଣ କରିଥିଲେ। ଏଥିରେ ଆଜି ୯୮ ଟିର ବିଚାରକୁ ନେଇ ସମାଧାନ କରିଥିଲେ। ଏବଂ ବାକି ରହିଯାଇଥିବା ଅଭିଯୋଗ ଗୁଡିକ ତୁରନ୍ତ ସମାଧନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସାମଲ ନିର୍ଦ୍ଦେଶ ଦେଇଛନ୍ତି।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜନ୍ମୋତ୍ସଵ ପାଳିତ

Sunil Chandra Nayak

ଖଟୁଶ୍ୟାମ ସମାରୋହ ଉଦଯାପିତ

ମେ’ ୩୦ ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ସୁନା ଝିଅ’

Leave a Comment

error: Content is protected !!